ତାଜା ଖବର ରାଜ୍ୟ Strict Action Against Sand Spillage on Roads: ରାସ୍ତାରୁ ବାଲି ଅଳିଆ ସଫା ପାଇଁ କଡ଼ା ତାଗିଦ୍ January 11, 2026 Papirani ରାସ୍ତାରୁ ବାଲି ଅଳିଆ ସଫା ପାଇଁ କଡ଼ା ତାଗିଦ୍ । ରାସ୍ତାରେ ବାଲିଜନିତ ଦୁର୍ଘଟଣାକୁ ନେଇ ପରିବହନ କମିଶନରଙ୍କ ତାଗିଦ୍।ରାସ୍ତାରେ ବାଲି ଯୋଗୁଁ ଘଟିଥିବା ସମ୍ପ୍ରତି ଘଟିଥିବା ଦୁଃଖଦ ଦୁର୍ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରି ପରିବହନ କମିଶନର ରବିବାର…