ତାଜା ଖବର ରାଜନୀତି ରାଜ୍ୟ Training Camp Of The Odisha Pradesh Mahila Congress: ମହିଳା କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ January 8, 2026 Papirani ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ପିପିଲି ନିକଟସ୍ଥ ଆଡଭେଞ୍ଚର ରିସୋର୍ଟରେ ଚାଲିଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ପ୍ରଭାତରେ ସମସ୍ତଙ୍କୁ ଯୋଗଶିକ୍ଷା ଦିଆଯାଇଥିଲା । ଦ୍ୱିତୀୟ ଦିନର ଶିବିରରେ ପିସିସି ସଭାପତି ଭକ୍ତ…