ତାଜା ଖବର ରାଜ୍ୟ Floodwaters Surge Over Railway Tracks in Odisha: ଓଡ଼ିଶାରେ ରେଳ ଟ୍ରାକ୍ ଉପରେ ବନ୍ୟାଜଳ; ୯ଟି ଟ୍ରେନ୍ ବାତିଲ ଓ ୧୪ଟିର ଗତିପଥ ପରିବର୍ତ୍ତନ October 29, 2026 Papirani ରେଳ ଟ୍ରାକ୍ ଉପରେ ବନ୍ୟାପାଣି ମାଡ଼ିଆସିବା କାରଣରୁ ଓଡ଼ିଶାରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଇଚ୍ଛାପୁରମ-ଖାଡ଼ୁପଡ଼ି ସେକ୍ସନରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଟ ୯ଟି ଟ୍ରେନ୍ ବାତିଲ କରାଯାଇଛି ଏବଂ…