Tag: Traffic Advisory

BBSR Traffic Advisory For Mahashivratri: ମହାଶିବରାତ୍ରି ପାଇଁ ଜାରି ହେଲା ଟ୍ରାଫିକ କଟକଣା

ଆସନ୍ତାକାଲି ମହାଶିବରାତ୍ରି। ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ଯାନବାହାନ ଚଳାଚଳ ଓ ପଥଚାରୀଙ୍କ ସୁବିଧା ନିମନ୍ତେ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ବିଜ୍ଞପ୍ତି ଜାରି କରାଯାଇଛି। ପୋଲିସ ଟ୍ରାଫିକ…

Traffic Restriction: ଭୁବନେଶ୍ୱରରେ ଟ୍ରାଫିକ ଭିଡ଼ ଏଡାଇବା ପାଇଁ ପ୍ରମୁଖ ରାସ୍ତାରେ ପାର୍କିଂ କଟକଣା ଲାଗୁ

ଅନିୟମିତ ପାର୍କିଂ ରୋକିବାକୁ କମିଶନରେଟ୍‌ ପୋଲିସର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରମୁଖ ରାସ୍ତାରେ ଅନିୟମିତ ପାର୍କିଂ ଯୋଗୁଁ ଯାତାୟାତରେ ସମସ୍ୟା ହେଉଥିବାରୁ ଓଡ଼ିଶା ଅର୍ବାନ ପୋଲିସ (OUP) ଆଇନ ଅନୁଯାୟୀ କଟକଣା ଜାରି କରାଯାଇଛି । ରାଜମହଲରୁ ଜୟଦେବ ବିହାର ଦେଇ…

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା

ଦୁର୍ଗାପୂଜା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି । ସେପ୍ଟେମ୍ବର ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ମାର୍ଗଦର୍ଶିକା ଅନୁସାରେ, ଦୁର୍ଗାପୂଜା ପାଇଁ ରାଜଧାନୀର ପ୍ରମୁଖ…

ସ୍ନାନ ପୂର୍ଣ୍ଣିମା‌ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା

ରଥଯାତ୍ରା ପୂର୍ବରୁ ଆଗାମୀ ୧୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ସ୍ନାନ ପୂର୍ଣ୍ଣିମା‌ ପାଇଁ ଜାରି ହେଲେ ଟ୍ରାଫିକ୍‌ ଆଡଭାଇଜରୀ । ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା ।…

ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

କଟକ ତଳ ବାଲିଯାତ୍ରା ପଡିଆରେ “ଆୟୁଷ୍ମାନ ଭାରତ” ଯୋଜନାର ଶୁଭାରମ୍ଭ ହେବାକୁ ଥିବାବେଳେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣଙ୍କ ସୁଗମନାଗମନ ନିମନ୍ତେ ପୋଲିସ କମିସନରେଟ୍ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କଟକଣା ତା. ୧୧.୦୪.୨୦୨୫ ରିଖ ଦିନ…

‘ପ୍ରବାସୀ ଭାରତୀୟ ଦିବସ’ ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ୍ ପୁଲିସ

ଜାନୁଆରୀ ୮ ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱରରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଜାରି କରିବା ସହ ସେହି ଅନୁଯାୟୀ ଯାତ୍ରା ଯୋଜନା କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି । ଭାରତର…