ତାଜା ଖବର ରାଜ୍ୟ Murder Accused Teacher Arrest: ସ୍କୁଲରେ ପଢ଼ାଉଥିବା ବେଳେ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ; ହତ୍ୟା ମାମଲାରେ ଥିଲେ ମୁଖ୍ୟ ଅଭିଯୁକ୍ତ ଥିଲେ ଶିକ୍ଷକ January 9, 2026 Papirani ସ୍କୁଲରେ ପଢ଼ାଉଥିବା ବେଳେ ଗିରଫ କଲା ପୋଲିସ । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କଲା ତିଗିରିଆ ପୋଲିସ । ୨୦୨୩ କଟରା ଗ୍ୟାଙ୍ଗ ମୁଖ୍ୟ ବିଶ୍ବନାଥ ହତ୍ୟା ମାମଲାରେ ଥିଲେ ମୁଖ୍ୟ ଅଭିଯୁକ୍ତ ଥିଲେ ଶିକ୍ଷକ । ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟରେ…