Tag: Tiger Shroff

Attack on Tiger Shroff: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରକୁ ପ୍ରାଣଘାତୀ ଆକ୍ରମଣ

ମୁମ୍ବାଇର ଜୁହୁ ଅଞ୍ଚଳରେ ଆଜି ସନ୍ଧ୍ୟାରେ ବଲିଉଡର ଲୋକପ୍ରିୟ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରକୁ ଏକ ପ୍ରାଣଘାତୀ ଆକ୍ରମଣ ହୋଇଛି। ଏକ ଫୁଟବଲ୍ ପଡ଼ିଆରୁ ନିଜ କାର୍‌ରେ ଫେରୁଥିବା ସମୟରେ ବାଇକ୍‌ରେ ଆସିଥିବା ତିନିଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଅନ୍ଧାଧୁନ୍ଧ…