Tag: TGT odia

୪୯୬ଟି ଟିଜିଟି-ଓଡ଼ିଆ ପଦବୀ ଘୋଷଣା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୪୯୬ ପଦବୀ ଟିଜିଟି (ଓଡ଼ିଆ) ଭାବେ ଘୋଷଣା କରାଯାଇଛି । ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ…