Tag: Talcher-Bimlagarh

Talcher-Bimlagarh Railway Project: ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ପାଇଁ ୭୫୬ ହେକ୍ଟର ଜମି ଅଧିଗ୍ରହଣ ହୋଇଛି: ରେଳମନ୍ତ୍ରୀ

ଦୀର୍ଘଦିନ ଧରି ଅପେକ୍ଷିତ ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୯୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ରାଜ୍ୟସଭା ସଂସଦ ଦିଲ୍ଲୀପ କୁମାର ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ…