Tag: T20 world cup

T20 World Cup: ଟି-୨୦ ବିଶ୍ବକପ୍‌ ସୁପର ଏଇଟ୍‌ ଯୋଗ୍ୟତାରୁ ଅଷ୍ଟ୍ରେଲିଆ ବଞ୍ଚିତ

ଟି-୨୦ ବିଶ୍ବକପ୍‌ ସୁପର ଏଇଟ୍‌ ଯୋଗ୍ୟତାରୁ ବଞ୍ଚିତ ହେଲା ଅଷ୍ଟ୍ରେଲିଆ । ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରୁ ଅଷ୍ଟ୍ରେଲିଆ । ଆୟର୍ଲାଣ୍ଡ ଓ ଜିମ୍ବାୱେ ମ୍ୟାଚ୍‌ ୱାସ୍‌ ଆଉଟ୍‌ ହେବାରୁ ବାଦ୍‌ ପଡ଼ିଲା । ଜିମ୍ବାୱେ ଓ ଶ୍ରୀଲଙ୍କା…

India Vs Pakistan Match: ଆଜି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆଜି ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ହେବାକୁ ଯାଉଛି। ଏହି ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ…

Abhishek Sharma Hospitalised: ଅଭିଷେକ ଶର୍ମା ଅସୁସ୍ଥ, ପେଟ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି

ଟି-୨୦ ବିଶ୍ୱକପ୍ ମଧ୍ୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ ଟିମର ଓପନର ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ପେଟ ଯନ୍ତ୍ରଣା ଏବଂ ସଂକ୍ରମଣ ଯୋଗୁଁ ଚିକିତ୍ସିତ ହେଉଛନ୍ତି । ବିସିସିଆଇ…

T20 World Cup 2026: ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସସ୍‌ପେନ୍ସ; ସୋମବାର ସୁଦ୍ଧା ଜଣାଇବ ନିଷ୍ପତ୍ତି

ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସସ୍‌ପେନ୍ସ ଜାରି ରହିଛି। ଟି-୨୦ ବିଶ୍ୱକପ୍-୨୦୨୬ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ଏନେଇ ସୋମବାର…

T20 World Cup 2026: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC

ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବେଦନ ଖାରଜ । ଟି-୨୦ ବିଶ୍ବକପ୍ ମ୍ୟାଚ୍ ଭାରତରେ ନ ଖେଳିବାକୁ ଆବେଦନ କରିଥିଲା BCB । ବାଂଲାଦେଶ ଟିମ୍ ଭାରତ ଆସିବ ନାହିଁ ବୋଲି ଆବେଦନ କରିଥିଲା। ନିଜର ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର ପାଇଁ କରିଥିଲା…

T20 World Cup: ଟି-୨୦ ବିଶ୍ଵକପ୍ ଖେଳିବାକୁ ଭାରତ ଆସିବନି ବାଂଲାଦେଶ

୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ମୁସ୍ତାଫିଜୁର ରେହମାନଙ୍କୁ IPL ରୁ ବହିଷ୍କାର କରାଯିବା ପରଠାରୁ ମୁହାଁମୁହିଁ ସ୍ଥିତିରେ ଭାରତ ଏବଂ ବାଂଲାଦେଶର କ୍ରିକେଟ ବୋର୍ଡ। ଭାରତକୁ ଟି-୨୦ ବିଶ୍ବକପ୍‌ ଖେଳିବାକୁ ଆସିବାକୁ ମନା କଲା ବାଂଲାଦେଶ…

ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ଦଳ ପ୍ରଥମ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛି। ଆଫଗାନିସ୍ତାନର ୫୭ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୮.୫…

ଟି୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ

୨୦୨୪ ଟି-୨୦ ବିଶ୍ୱକପ୍ ସେମି ଫାଇନାଲରେ ପହଞ୍ଚି ସରିଛି ଟିମ ଇଣ୍ଡିଆ।ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରି ଭାରତ ଅପରାଜେୟ…