Tag: Subhadra Yojana

ସୁଭଦ୍ରା ପାଇଁ ଜାରି ହେଲା ଟୋଲ୍‌ ଫ୍ରି ନମ୍ବର

ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ତଥା ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସୁଭଦ୍ରାର ଯୋଜନା ଆରମ୍ଭ କରିଛନ୍ତି। ଏହି ସୁଭଦ୍ରା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର ।…

ଓଡ଼ିଶାର ମହିଳାଙ୍କ ବିଶ୍ୱାସରେ ବିଷ ଦେଇଛି ବିଜେପି ସରକାର: ବିଜେଡି

ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ…

ଆସିଲା ‘ସୁଭଦ୍ରା’ ଯୋଜନାର ଗାଇଡଲାଇନ୍‌; ଜାଣନ୍ତୁ କେଉଁ ମାନେ ଏବଂ କିପରି କରିପାରିବେ ଆବେଦନ

ଆଜି ରାଜ୍ୟରେ ଜାରି ହେଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍‌ । ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଛି ।…

ଓଡ଼ିଶାର ନାରୀଶକ୍ତିଙ୍କ ହାତମୁଠା ଅଧିକ ମଜଭୁତ ହେବ: ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ସୁଭଦ୍ରା ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଥିବାବେଳେ ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏନେଇ ଏସ୍‌ଓପି ଜାରି କରିଛନ୍ତି। ରାଜ୍ୟରେ ବହୁତ୍ ଜଲ୍ଦୀ ଲାଗୁ ହେବାକୁଥିବା ସୁଭଦ୍ରା ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ ମିଡ଼ିଆରେ ଟ୍ବିଟ୍ କରି ଲେଖିଛନ୍ତି…

ରାଜ୍ୟରେ ସୁଭଦ୍ରା ଯୋଜନା ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: ବିଜେପି

ମହିଳା ସଶକ୍ତିକରଣ କ୍ଷେତ୍ରରେ “ସୁଭଦ୍ରା ଯୋଜନା” ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ବିଧାନସଭାରେ ଘୋଷଣା କରିଛନ୍ତି । ମୋଦିଙ୍କ ଗ୍ୟାରେଂଟିମାନେ ପ୍ରତିଶ୍ରୁତି ପୂରଣ ହେବାର ଗ୍ୟାରେଂଟି ।…

ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଲା ବିଜେଡି ଓ କଂଗ୍ରେସ

ରାଜ୍ୟ ସରକାର ବିଧାନସଭାରେ ଆଜି ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିବା ପରେ ସାମ୍ୱାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେପିକୁ ଟାର୍ଗେଟ କରି ବିଜେଡି କହିଛି ଏ ବିଜେପି ସରକାର ମିଛୁଆ ରାଧୁଆର ସରକାର…

ବିଧାନସଭାର ଦ୍ବିତୀୟ ଅଧିବେଶନରେ ଆସିବ ସୁଭଦ୍ରା ଯୋଜନାର SOP

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଦ୍ବିତୀୟ ଅଧିବେଶନ । ଏହି ଅଧିବେଶନରେ ଆସିବ ସୁଭଦ୍ରା ଯୋଜନାର SOP ବୋଲି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାଙ୍କ ସୁରକ୍ଷା ପାଇଁ ହୋଇଛି ସୁଭଦ୍ରା ଯୋଜନା ।ବିଧାନସଭା ଚାଲିବାକୁ…

ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ: ପ୍ରଭାତୀ ପରିଡ଼ା

ସେପ୍ଟେମ୍ୱର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି ଖାଲି ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ ବୋଲି…

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନାର ଏସଓପି

ସ୍ବାଧୀନତା ଦିବସ ଅବସରରେ ତଥା ଅଗଷ୍ଟ ୧୫ ତାରିଖରେ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଏସଓପି। ଏହି ସଂପର୍କରେ ଆଜି ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା କହିଛନ୍ତି ସୁଭଦ୍ରା ଯୋଜନା କିଏ ପାଇବେ ଓ କିଏ ପାଇବେନି ତାହା…

ସୁଭଦ୍ରା ଯୋଜନା ପାଇଁ କୌଣସି ବିଜ୍ଞପ୍ତି କିମ୍ବା ୱେବସାଇଟ୍‌ ଖୋଲିନି: ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ନେଇ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ସେ କହିଛନ୍ତି ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହା ଲାଗୁ ହେବ । କିନ୍ତୁ ସୁଭଦ୍ରା ଯୋଜନା ପାଇଁ ସରକାର…