Tag: Sub collector

ଡିପ୍ରେସନ ଯୋଗୁଁ ସ୍ବତନ୍ତ୍ର ମେଡିକାଲ ସେଲ୍‌କୁ ଗଲେ ଗିରଫ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା

ଜଣେ କ୍ରସର୍ ମାଲିକଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା ଡିପ୍ରେସନ ଯୋଗୁଁ ସ୍ବତନ୍ତ୍ର ମେଡିକାଲ ସେଲ୍‌ରେ ଅଛନ୍ତି । ଡାକ୍ତରୀ ପରୀକ୍ଷା ପରେ ଧୀମାନ ସୁସ୍ଥ ଥିବା ଜଣାପଡିଛି।…

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଲେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି

କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। କେନ୍ଦୁଝର ଉପଜିଲ୍ଲାପାଳ ପଦରୁ ଯୁଗ୍ମ ସଚିବ ପଦକୁ ବଦଳି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ।