Tag: Sub collector

Major IAS Reshuffle in Odisha: ରାଜ୍ୟରେ ୯ ଜଣ ନୂତନ ଆଇଏଏସ୍ ଅଫିସରଙ୍କୁ ମିଳିଲା ଉପଜିଲ୍ଲାପାଳ ଭାବେ ନିଯୁକ୍ତି

ରାଜ୍ୟରେ ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଫେଜ୍-୨ ଟ୍ରେନିଂ ସାରି ଫେରିଥିବା ୨୦୨୪ ବ୍ୟାଚ୍‌ର ୯ ଜଣ ନୂତନ ଆଇଏଏସ୍ ଅଫିସରମାନଙ୍କୁ ବିଭିନ୍ନ ସବ୍-ଡିଭିଜନର ଉପଜିଲ୍ଲାପାଳ…

Illegal Sand Mining: ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା

ପଦ୍ମପୁର ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ବେଆଇନ୍ ବାଲି ଚାଲାଣ ଯାଞ୍ଚ ବେଳେ ଉପଜିଲ୍ଲାପାଳଙ୍କ ଗାଡ଼ିକୁ ପିଟିଲା ହାଇୱା । ଏହି ଘଟଣାରେ ଅଳ୍ପକେ ବର୍ତ୍ତିଲେ ଉପଜିଲ୍ଲାପାଳ ସ୍ନେହା ଅରଗୁଲା। ଜଗଦଲପୁର ଥାନା ସରେଇକେଲାରେ ବାଲି…

ଡିପ୍ରେସନ ଯୋଗୁଁ ସ୍ବତନ୍ତ୍ର ମେଡିକାଲ ସେଲ୍‌କୁ ଗଲେ ଗିରଫ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା

ଜଣେ କ୍ରସର୍ ମାଲିକଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା ଡିପ୍ରେସନ ଯୋଗୁଁ ସ୍ବତନ୍ତ୍ର ମେଡିକାଲ ସେଲ୍‌ରେ ଅଛନ୍ତି । ଡାକ୍ତରୀ ପରୀକ୍ଷା ପରେ ଧୀମାନ ସୁସ୍ଥ ଥିବା ଜଣାପଡିଛି।…

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଲେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି

କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। କେନ୍ଦୁଝର ଉପଜିଲ୍ଲାପାଳ ପଦରୁ ଯୁଗ୍ମ ସଚିବ ପଦକୁ ବଦଳି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ।