Tag: Strike

Middle East Tensions: ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ପୁଣି ଆକ୍ରମଣ କଲା ଇରାନ୍; ଜଣେ ଭାରତୀୟଙ୍କ ସମେତ ଚାରି ଆହତ

ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ପୁଣି ଆକ୍ରମଣ। ବିମାନବନ୍ଦର ନିକଟରେ ୨ଟି ଡ୍ରୋନ୍ ଆଟାକ୍ କଲା ଇରାନ୍। ଯେଉଁଥିରେ ଜଣେ ଭାରତୀୟ ନାଗରିକ ସମେତ ଚାରି ଜଣ ଆହତ ହୋଇଛନ୍ତି । ୨ ବାଂଲାଦେଶୀ ଓ ଜଣେ ଘାନା ନାଗରିକ ମଧ୍ୟ…

ଆସନ୍ତାକାଲି ଭାରତ ବନ୍ଦ

ଆସନ୍ତାକାଲି ଭାରତ ବନ୍ଦ । ଏହି ଡାକରା ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ୧୭ ଦଫା ଦାବୀ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ଧର୍ମଘଟରେ ବ୍ୟାଙ୍କିଙ୍ଗ, ବୀମା, ପୋଷ୍ଟାଲ ସେବା ସମେତ ବିଭିନ୍ନ…

୨ଦଫା ଦାବିରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକ

ଭୁବନେଶ୍ଵରରେ କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ । ୨ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜୁଛନ୍ତି କନିଷ୍ଠ ଶିକ୍ଷକ। ଚାକିରି ନିୟମିତ ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ଶତାଧିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରେଗୁଲାର ଦାବି କରି…

ଭୁବନେଶ୍ବରରେ ଅଙ୍ଗନବାଡ଼ି ଓ ସହାୟିକାଙ୍କ ଗଣବିକ୍ଷୋଭ

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଓ ସହାୟିକା ର୍କମୀ। ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ହଜାର ହଜାର ଅଙ୍ଗନବାଡ଼ି କର୍ମୀଙ୍କ ଗଣବିକ୍ଷୋଭ । ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି, ବହିଷ୍କାର…

ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ଲୋୟର ପିଏମଜି ମହିଳା

ଭୁବନେଶ୍ବର ଲୋୟର ପିଏମଜିରେ ମହିଳାଙ୍କ ଗର୍ଜନ । ବକେୟା ଦରମା ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାରେ ଲୋୟର ପିଏମଜିର ହଜାର ହଜାର ମହିଳାଙ୍କ ଗର୍ଜନ। ଆନ୍ଦୋଳନକୁ ଓହ୍ଲାଇଲା ଅଲ ଓଡ଼ିଶା ଜି.ପି.ଏଲ.ଏଫ ମିଶନ ଶକ୍ତି ସାମୁଖ୍ୟ । ଆନ୍ଦୋଳନରେ ଏମବିକେ,…

ପୁରୀ ବୃନ୍ଦାବତୀ ନିବାସରେ ହବିଷ୍ୟାଳୀଙ୍କ ଆନ୍ଦୋଳନ

ଆଜିଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷିଆଳି ମା’ମାନେ ବ୍ରତ ପାଳନ ପାଇଁ ଆଜିଠାରୁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। । ପୁରୀରେ ହବିଷ୍ୟାଳୀଙ୍କ ରହଣି…

ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନରେ ଶତାଧିକ ଆଇଟିଆଇ ଅସ୍ଥାୟୀ ଶିକ୍ଷକ

ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଓଡ଼ିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ୫ ଶହରୁ ଅଧିକ ଅସ୍ଥାୟୀ ଶିକ୍ଷକ। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆଗରେ ସ୍ଥାୟୀ ନିଯୁକ୍ତି, ଦରମା ଓ ଅନ୍ୟାନ୍ୟ…