Tag: stipend

OUAT PG, PhD Students to Get Monthly Stipend: ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପ୍ରତିମାସ ଷ୍ଟାଇପେଣ୍ଡ

ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ (OUAT)ରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପିଜି (Postgraduate) ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କୃଷି ଓ ଆନୁଷଙ୍ଗିକ ବିଷୟରେ ପାଠ ପଢ଼ୁଥିବା ନିୟମିତ ଛାତ୍ରଛାତ୍ରୀଙ୍କୁ ଏଣିକି ପ୍ରତିମାସ…