ତାଜା ଖବର ରାଜ୍ୟ ‘ଦାନା’ର ପରବର୍ତ୍ତୀ ବିକଳ ଚିତ୍ର: ସାଗର ତଟରେ ଅନାହାରରେ ୮ ଶହରୁ ବେଶୀ ଗାଈ, ବାଛୁରୀ ଓ ଷଣ୍ଢ November 11, 2024 Papirani ବାତ୍ୟା ‘ଦାନା’ ଯିବାର ୧୬ଦିନ ବିତିଗଲାଣି। ଦାନାର ତାଣ୍ଡବ ଛାଡିଯାଇଛି ଅନେକ ଯନ୍ତ୍ରଣା। ବିଶେଷକରି ବଙ୍ଗୋପସାଗରର ତଟବର୍ତ୍ତୀ ଗାଈ ଗୋରୁ ଖାଦ୍ୟ ଅଭାବରୁ ଏବେ ଅନାହାରରେ। ବାତ୍ୟା ପରବର୍ତ୍ତୀ ସମୟରେ ସାତଭାୟାର ପୁରୁଣା ସ୍ଥାନ ମାନଙ୍କରେ ସମୁଦ୍ର ଜୁଆର ମାଡି ଯାଇଥିବା…