Tag: stampede

Shitala Temple Stampede: ବିହାରର ଶୀତଳା ଦେବୀ ମନ୍ଦିରରେ ଦଳାଚକଟା; ୮ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ

ବିହାର ନାଳନ୍ଦା ଜିଲ୍ଲା ଶୀତଳା ଦେବୀ ମନ୍ଦିରରେ ଦଳାଚକଟା । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ପୂଜା ବେଳେ ବହୁ ସଂଖ୍ୟକ ଲୋକ ଏକାଠି ହେବାରୁ ଅଘଟଣ ଘଟିଛି।…

ଅଭିନେତା ବିଜୟଙ୍କ ରାଲିରେ ଅଘଟଣ, ଦଳାଚକଟାରେ ୩୦ ରୁ ଅଧିକ ମୃତ୍ୟୁ ଆଶଙ୍କା

ତାମିଲନାଡୁର କରୁରରେ ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ନିର୍ବାଚନ ରାଲିରେ ଦଳାଚକଟା ଯୋଗୁଁ ୩୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ‘ତାମିଝାଗା ଭେଟ୍ରି କାଝଗମ୍’ (TVK) ମୁଖ୍ୟ…

ହରିଦ୍ୱାରରେ ଦଳାଚକଟା: ୭ ମୃତ, ଅନେକ ଆହତ

ଉତ୍ତରାଖଣ୍ଡର ହରିଦ୍ବାରସ୍ଥିତ ମନସା ଦେବୀ ମନ୍ଦିରର ପାଦଚଲା ରାସ୍ତାରେ ଦଳାଚକଟା। ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ସହିତ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ…

ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ୧୮ ମୃତ

ଶନିବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଥିବା ରେଳ ଷ୍ଟେସନରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ମହାକୁମ୍ଭମେଳା ସମୟରେ ସଙ୍ଗମ ସ୍ନାନ ପାଇଁ ପ୍ରୟାଗରାଜ ଯାଉଥିବା ଭକ୍ତଙ୍କ ଏକ ବିଶାଳ ଭିଡ଼ ଯୋଗୁଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟି ୧୮…

ମହାକୁମ୍ଭରେ ଅଘଟଣ: ଦଳାଚକଟାରେ ୧୦ ମୃତ, ୫୦ ରୁ ଅଧିକ ଆହତ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଜାରି ରହିଥିବା ବେଳେ ଆଜି ପବିତ୍ର ମୌନି ଅମାବାସ୍ୟା ଅବସରରେ ଆୟୋଜିତ ହେବାକୁ ଥିବା ଅମୃତସ୍ନାନ ପୂର୍ବରୁ ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟାରେ ମହାସ୍ନାନ ପାଇଁ କୋଟିକୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ…

ତିରୁପତିରେ ଦଳାଚକଟା; ୬ ମୃତ, ୨୫ ଆହତ

ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳାଚକଟାରେ ୬ ଜଣ ମୃତ ତଥା ୨୫-୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ବାର ନିକଟରେ ଏକାଦଶୀ ପାଇଁ ଦର୍ଶନ ଟୋକନ ବଣ୍ଟାଯାଉଥିବା ବେଳେ ଦଳାଚକଟା ହୋଇଥିବା କୁହାଯାଉଛି । ବହୁ…

ଭୋଲେ ବାବାଙ୍କ ସତ୍‌ସଙ୍ଗ ଉଦ୍‌ଯାପନୀ ସମାରୋହରେ ଦଳାଚକଟା: ୨୭ ମୃତ

ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରତିଭାନପୁରରେ ମଙ୍ଗଳବାର ଦିନ ଭୋଲେ ବାବାଙ୍କ ସତ୍‌ସଙ୍ଗ ଉଦ୍‌ଯାପନୀ ସମାରୋହରରେ ଶ୍ରଦ୍ଧାଳୁଙ୍କ ଭୟଙ୍କର ଭିଡ଼ ହୋଇଥିବାରୁ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୩ ଜଣ…