ତାଜା ଖବର ରାଜ୍ୟ Odisha Vigilance Intercepts Two Auditors: ଭିଜିଲାନ୍ସ ଜାଲରେ ୨ ଅଡିଟ୍ ଅଧିକାରୀ; ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ September 11, 2026 Papirani ବାରିପଦାରେ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଦୁଇ ଜଣ ଅଡିଟରଙ୍କ ନିକଟରୁ ସନ୍ଦେହଜନକ ଭାବେ ରଖାଯାଇଥିବା ନଗଦ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି।…