ଖେଳ ରାଜ୍ୟ Rohan Bopanna Retires: ଅବସର ଘୋଷଣା କଲେ ଟେନିସ ତାରକା ରୋହନ ବୋପାନ୍ନା November 1, 2025 Nirvay ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା ଆଜି ଟେନିସ ଜଗତରୁ ଅବସର ଘୋଷଣା କରିଛନ୍ତି । ୪୫ ବର୍ଷୀୟ ଏହି ଖେଳାଳି ସୋସିଆଲ ମିଡିଆରେ ତାଙ୍କର ଅବସର ଘୋଷଣା କରିଛନ୍ତି । ବୋପାନ୍ନାଙ୍କର ଶେଷ ପ୍ରଦର୍ଶନ ପ୍ୟାରିସ୍ ମାଷ୍ଟର୍ସ ୧୦୦୦ ରେ…
ବ୍ୟବସାୟ Mohammad Azharuddin: ତେଲେଙ୍ଗାନା କ୍ୟାବିନେଟ୍ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମହମ୍ମଦ ଆଝାରୁଦ୍ଦିନ October 31, 2025 Nirvay ତେଲେଙ୍ଗାନା କ୍ୟାବିନେଟରେ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ । ଆଜି ରାଜଭବନରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଜିଷ୍ଣୁ ଦେବ…
ଖେଳ ତାଜା ଖବର ଦେଶ ବିଶ୍ୱ Rohit Sharma Tops ICC ODI Rankings: ବିଶ୍ୱର ୧ ନମ୍ବର ODI ବ୍ୟାଟସମ୍ୟାନ୍ ହେଲେ ରୋହିତ୍ ଶର୍ମା October 29, 2025 Nirvay ଅଷ୍ଟ୍ରେଲିଆ ODI ଜରିଆରେ ରୋହିତ ଶର୍ମାଙ୍କ ଜବରଦସ୍ତ କମ୍ବ୍ୟାକ୍ । ଭାରତୀୟ ଓପନର ରୋହିତ ଶର୍ମା ଆଜି ଇତିହାସ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ODI ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ୍ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି…
ଖେଳ ଦେଶ ବିଶ୍ୱ India wins 3rd ODI: ତୃତୀୟ ଦିନିକିଆରେ ଭାରତ ବିଜୟ; ସିରିଜ୍କୁ ୨-୧ ରେ ଜିତିଲା ଅଷ୍ଟ୍ରେଲିଆ October 25, 2025 Nirvay ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆରେ ଭାରତ ୯ ୱିକେଟରେ ବିଜୟୀ ହୋଇଛି । ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକରେ ଟିମ୍ ଇଣ୍ଡିଆକୁ ସହଜ ବିଜୟ ମିଳିଛି । ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ଅଷ୍ଟ୍ରେଲିଆ…
ଖେଳ ଦେଶ ବିଶ୍ୱ ମହିଳା ଦିନିକିଆ ବିଶ୍ୱକପ ରେ ପାକିସ୍ତାନକୁ ୮୮ ରନ୍ରେ ହରାଇଲା ଭାରତ October 6, 2025 Nirvay କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଅନୁଷ୍ଠିତ ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାକିସ୍ତାନକୁ ୮୮ ରନ୍ରେ ପରାସ୍ତ କରି ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ର ଲକ୍ଷ୍ୟ ନିର୍ଦ୍ଧାରଣ…
ଖେଳ ଦେଶ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦିନିକିଆ ଓ ଟି-୨୦ ଦଳ ଘୋଷଣା; ଶୁବମନ ଗିଲ୍ ଙ୍କୁ ମିଳିଲା ବଡ଼ ଦାୟିତ୍ୱ October 4, 2025 Nirvay ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଆଜି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରିଛି । ଶୁବମନ ଗିଲଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରିଛି ବିସିସିଆଇ । ଶ୍ରେୟସ ଆୟରଙ୍କୁ ଭାରତର ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି…
ଖେଳ ଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୪୦ ରନରେ ହରାଇଲା ଭାରତ October 4, 2025 Nirvay ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ତୃତୀୟ ଦିନରେ ବିଜୟ ହାସଲ କରିଛି ।ୱେଷ୍ଟଇଣ୍ଡିଜକୁ ଇନିଂସ ଏବଂ ୧୪୦ ରନରେ ହରାଇଛି ଭାରତ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ…
ଦେଶ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଡ୍ ଆବେଦନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ August 27, 2025 Nirvay କେନ୍ଦ୍ର ସରକାର ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବା କମନୱେଲଥ ଗେମ୍ସ ଆୟୋଜନ ପାଇଁ ବିଡ୍ ଆବେଦନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏନେଇ ଆସିଥିବା ପ୍ରସ୍ତାବକୁ…
ଖେଳ ଦେଶ ଏସିଆ କପରେ ଭାରତ-ପାକିସ୍ତାନ ଫାଇଟ୍ କୁ କ୍ରୀଡ଼ା ମନ୍ତ୍ରାଳୟର ଗ୍ରୀନ ସିଗନାଲ August 21, 2025 Nirvay ଏସିଆ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ରହିଥିବାବେଳେ ଦୁଇ ଦେଶ ପରସ୍ପର ସହ କ୍ରିକେଟ ମ୍ୟାଚ୍ ଖେଳିବେନା ନାହିଁ ସେ ନେଇ ଚାଲିଥିବା ସମସ୍ତ…
ଖେଳ ଦେଶ ମହିଳା ବିଶ୍ୱକପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା August 19, 2025 Nirvay ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୫ ଜଣିଆ ଦଳ ଘୋଷଣା କରିଛି । ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା କରାଯାଇଛି । ତେବେ…