Tag: Spain

Two High-Speed Trains Collide In Spain: ବାହାନଗା ଭଳି ସ୍ପେନରେ ୨ଟି ହାଇସ୍ପିଡ୍ ଟ୍ରେନ୍ ଦୁର୍ଘଟଣା; ୨୧ ଯାତ୍ରୀ ମୃତ

ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ପିଟିହେଲେ ୨ଟି ହାଇସ୍ପିଡ୍ ଟ୍ରେନ୍। ଏଥିରେ ୨୧ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ସ୍ପେନର ରେଳ ଏଜେନ୍ସି, ଏଡିଆଇଏଫ୍‌…