ତାଜା ଖବର ରାଜ୍ୟ Vigilance Nabs Soro Tahasildar: ଭିଜିଲାନ୍ସ ଜାଲରେ ସୋର ତହସିଲଦାର ଦୈତାରୀ ମଲ୍ଲିକ February 19, 2026 Papirani ଭିଜିଲାନ୍ସ ପଞ୍ଝାରେ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ।ଆଜି ତହସିଲଦାର ଦୈତାରୀ ମଲ୍ଲିକ ଏବଂ ତାଙ୍କ ସହଯୋଗୀ ଦୟାନିଧି ଜେନା ଜଣେ ଟ୍ରକ୍ ମାଲିକଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ । ପଥର…