Tag: SOP

Ratna Bhandar Review: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ବପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ ଆରମ୍ଭ । ଲୋକସେବା ଭବନ ତୃତୀୟ ମହଲାରେ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିଛନ୍ତି ।…

ଡାକ୍ତରଙ୍କ ସୁରକ୍ଷା ପାଇଁ କାଲିସୁଦ୍ଧା ଆସିବ ସ୍ୱତନ୍ତ୍ର ଏସ୍‌ଓପି

କାଲିସୁଦ୍ଧା ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଏସ୍‌ଓପି ଆସୁଥିବାର ସୂଚନା ଦେଲେ ଡିଏମ୍‌ଇଟି ଡାକ୍ତର ସନ୍ତୋଷ କୁମାର ମିଶ୍ର । ସେ କହିଛନ୍ତି ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ଏସ୍‌ଓପି । ସବୁ କଲେଜ ପ୍ରିନ୍ସପାଲ ଓ…

ରତ୍ନ ଭଣ୍ଡାର ମରାମତି ନେଇ ଏସଓପି ପ୍ରସ୍ତୁତ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିବାବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନ ଭଣ୍ଡାର ମରାମତି ନେଇ ଏସଓପି ପ୍ରସ୍ତୁତ ହୋଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରରୁ ଅଳଙ୍କାର ସବୁ ସ୍ଥାନାନ୍ତର ସରିଛି । ଏବେ କିଭଳି ରତ୍ନ…

କାଲି ସୁଦ୍ଧା ଆସିବ ରତ୍ନଭଣ୍ତାର ଏସଓପି: ଆଇନମନ୍ତ୍ରୀ

ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ତାର ଖୋଲିବା ନେଇ ଆସିବ ଏସଓପି। ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି। ଏ ନେଇ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି…