Tag: Sister’s Skeleton

Keonjhar Shocker: ମିଳିଲାନି ଟଙ୍କା; ପ୍ରମାଣ ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ ପହଞ୍ଚିଲା ଭାଇ

ଜଣେ ବ୍ୟକ୍ତି ତାଙ୍କ ମୃତ ଭଉଣୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ବାରମ୍ବାର ଚେଷ୍ଟା କରିବା ପରେ ତାଙ୍କ କଙ୍କାଳର ଅବଶେଷ ବାହାର କରି ବ୍ୟାଙ୍କକୁ ଆଣିଥିବା ଆଶ୍ଚର୍ଯ୍ୟଜନକ ଘଟଣାରେ ଏବେ ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚାର…