Tag: Silver Rates

Gold And Silver Prices Today: ସୁନା ଦର ଆକାଶଛୁଆଁ; ଦେଢ଼ଲକ୍ଷ ଟପିଲା ସୁନା ଦର

ଆକାଶଛୁଆଁ ହେଲା ସୁନା ଦର । ଦିନକୁ ଦିନ ସୁନା ଓ ରୁପା ଦର ହୁ ହୁ ହୋଇ ବଢିଚାଲିଛି। ଭାରତୀୟ ବଜାରରେ ଦେଢ ଲକ୍ଷ ଟପିଛି ସୁନା ଦର। ୨୪ କ୍ୟାରେଟ୍ ଦେଢ଼ଲକ୍ଷ ଟପିଥିବା ବେଳେ ୨୨ କ୍ୟାରେଟ୍ ଦାମ୍…