Tag: Sidhu Moose wala

ସିଦ୍ଧୁ ମୋସୱାଲାଙ୍କ ରୂପ ନେଇ ଜନ୍ମ ହେଲେ ତାଙ୍କ ସାନ ଭାଇ; ଫଟୋ ସେୟାର କଲେ ବାପା

ପଞ୍ଜାବରେ ବହୁ ଚର୍ଚ୍ଚିତ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପିତାମାତା ଆଜି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ସେ ଫେସବୁକରେ ପୋଷ୍ଟ କରି କହିଛନ୍ତି, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାଙ୍କ ଆଶୀର୍ବାଦରେ ଶୁଭଙ୍କ ସାନଭାଇଙ୍କୁ ସାନଭାଇ ରୂପରେ ଜନ୍ମ ଗ୍ରହଣ…