ତାଜା ଖବର ରାଜ୍ୟ ଏଫଏମ କଲେଜ ଘଟଣା: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ; ନିଆଯାଇଥିବା ପଦକ୍ଷେପ ବିଷୟରେ ମାଗିଲେ ବିସ୍ତୃତ ସୂଚନା July 14, 2025 Papirani ବାଲେଶ୍ୱରର ଏଫଏମ ସ୍ୱୟଂଚାଳିତ କଲେଜର ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ କଥା ହେଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି । ଘଟଣାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମାଗିଲେ ବିସ୍ତୃତ ସୂଚନା ।…