Tag: SHG

୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବେନି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ପ୍ରଦାନ ଅବଧି ଆଉ ବର୍ଷେ ବଢ଼ିଲା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ…

ଚଳିତ ମାସରେ ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ

ଚଳିତ ମାସରେ ପୁନର୍ଗଠନ ହେବ ରାଜ୍ୟରେ ମିଶନଶକ୍ତି ଯୋଜନା ଅଧୀନରେ ଚାଲିଥିବା ସ୍ୱୟଂ ସହାୟକ ଗୋଷ୍ଠୀ(SHGs)। ଏନେଇ ଆଜି ସୂଚନା ଦେଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ବର୍ତ୍ତମାନ ନୂଆ ନିଯୁକ୍ତି ଚାଲିଛି, ପୂର୍ବ ସଭାପତି ଏବଂ ସମ୍ପାଦକଙ୍କ ସ୍ଥାନରେ…

ଭାଇରଲ ଅଡ଼ିଓ: ଏସଏଚଜି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ଉପଯୋଗ କରୁଛି ବିଜେଡି !

ନିର୍ବାଚନ ପାଖେଇ ଆସୁଥିବାବେଳେ ଅନେକ ଖବର ସାମ୍ନାକୁ ଆସିଛି। କେତେବେଳେ କୋଉ ନେତା ଦଳ ବଦଲାଉଛନ୍ତି ତ କେତେବଳେ ଅନ୍ୟ କେହି ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶାସକ ଦଳକୁ ଅନେକ ନେତା ଟାର୍ଗେଟ ରେ ରଖି ସମାଲୋଚନା କରୁଛନ୍ତି। ଏହି ଭିତରେ…

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ମିଶନ ଶକ୍ତି ସଦସ୍ୟଙ୍କୁ ୟୁନିଫର୍ମ ପାଇଁ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀ…