Tag: SGFI Rugby Championship

SGFI Rugby Championship: SGFI ରଗବୀ ପ୍ରତିଯୋଗିତା: ୧୭ ବର୍ଷରୁ କମ୍ ବାଳିକା ଦଳ ଚମ୍ପିୟାନ ଓ ବାଳକ ବିଭାଗ ରନର୍ସ-ଅପ୍

ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମଠାରେ ଅକ୍ଟୋବର ୨୬ ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ SGFI ଜାତୀୟ ବିଦ୍ୟାଳୟସମୂହ ରଗବୀ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୧୭ ବର୍ଷରୁ କମ୍ ରଗବୀ ପ୍ରତିଯୋଗିତାରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ପାଇଁ…