Tag: Search operation

Rescue Operation Suspended in Gidipabali: ଗଞ୍ଜାମ ସୀମାନ୍ତରେ ଗିଡ଼ିପାବାଳିରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ

ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ବ୍ଲକର ଗିଡ଼ିପାବଳି ଭୂସ୍ଖଳନ ଅଞ୍ଚଳରେ ଚାଲିଥିବା ମିଳିତ ଉଦ୍ଧାର ଅଭିଯାନକୁ ପ୍ରତିକୂଳ ପାଗ ଯୋଗୁଁ ବୁଧବାର ଦିନ ସ୍ଥଗିତ ରଖାଯାଇଛି। ଏହି ଅପରେସନ୍ ସ୍ଥଗିତ ରହିବା ନେଇ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସ୍ପଷ୍ଟ ସୂଚନା…