Tag: Sarala Puraskar

Sarala Puraskar: ବିଶିଷ୍ଟ କବି ଡ. ଆଶୁତୋଷ ପରିଡ଼ାଙ୍କୁ ମିଳିଲା ଶାରଳା ପୁରସ୍କାର

ବିଶିଷ୍ଟ କବି ଡ. ଆଶୁତୋଷ ପରିଡ଼ାଙ୍କୁ ତାଙ୍କ କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ୪୭ତମ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡ଼ିଆ ସାହିତ୍ୟ ଜଗତର ସମ୍ମାନଜନକ ପୁରସ୍କାର ‘ଶାରଳା ପୁରସ୍କାର’ ବାବଦରେ ତାଙ୍କୁ ସମ୍ମାନପତ୍ର, ଫଳକ ସହ…