ତାଜା ଖବର ରାଜ୍ୟ IAS Officer Sanjay Singh to Move to Bihar Cadre: ଓଡ଼ିଶା କ୍ୟାଡର୍ ଛାଡ଼ି ବିହାର ଯିବେ IAS ସଞ୍ଜୟ କୁମାର ସିଂହ October 27, 2026 Papirani ଓଡ଼ିଶା ପ୍ରଶାସନିକ କରିଡ଼ରରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ୧୯୯୭ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ସିଂହ ନିଜର ମୂଳ କ୍ୟାଡ଼ର…