ତାଜା ଖବର ଦେଶ ଆରବିଆଇ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା December 9, 2024 Papirani ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତି ପାଇଲେ ସଞ୍ଜୟ ମାଲହୋତ୍ରା। ସରକାର ସଞ୍ଜୟ ମଲହୋତ୍ରାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୬ ତମ ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି । ଆଗାମୀ ତିନି ବର୍ଷ ଯାଏ ସରକାର ତାଙ୍କୁ…