ତାଜା ଖବର ରାଜନୀତି ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ଉଦ୍ଧାର ଘଟଣା; ଗିରଫ ହେଲା ଅଭିଯୁକ୍ତ February 20, 2025 Papirani ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଛାତ୍ରୀଙ୍କୁ ରାସ୍ତାରୁ ଉଦ୍ଧାର କରାଯାଇଥିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ରାକେଶ ଦାସ । ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ମରଣାନ୍ତକ…
ତାଜା ଖବର ରାଜ୍ୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରୁ ବିଶ୍ବବିଦ୍ୟାଳୟର ଛାତ୍ରୀ ଉଦ୍ଧାର February 20, 2025 Papirani ସମ୍ବଲପୁର ବୁର୍ଲାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଦ୍ଧାର । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବୁର୍ଲା ସହରର ମେଟାକନୀ ମନ୍ଦିର ପଛପଟ ପଡିଆରୁ ଉଦ୍ଧାର କଲା ପୋଲିସ । ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ…
ତାଜା ଖବର ରାଜ୍ୟ ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍ February 4, 2025 Papirani ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଥିବା ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ଘରେ ସିବିଆଇ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଲା ସିବିଆଇ। ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ ପାଇଁ ପହଞ୍ଚିଲା ସିବିଆଇ…
ତାଜା ଖବର ରାଜ୍ୟ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା: ସମ୍ପାଦକ ଓ ସହାୟିକା ଗିରଫ January 28, 2025 Papirani ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ମାଡ଼ ଘଟଣାରେ ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ବାଗତିକା ପ୍ରଧାନଙ୍କୁ ଗିରଫ କଲା ପୋଲିସ। ସମ୍ବଲପୁର ନେତାଜୀନଗର ଠାରେ ଥିବା ସମର୍ଥ କେନ୍ଦ୍ରରେ ଅନ୍ତେବାସୀ ନିର୍ଯ୍ୟାତନ ଦିଆଉଥିବାର ଭିଡ଼ିଓ ଭାଇରାଲ ପରେ…
ରାଜ୍ୟ ସମ୍ବଲପୁର ଥଇଥାନ କେନ୍ଦ୍ରରେ ନିର୍ଯାତନା; ସଂପାଦକଙ୍କୁ ଗିରଫ ନିର୍ଦ୍ଦେଶ January 27, 2025 Nirvay ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନେତାଜୀ କଲୋନୀରେ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ସମର୍ଥ ଦ୍ୱାରା ପରିଚାଳିତ ମାନସିକ ଦିବ୍ୟାଙ୍ଗଙ୍କ ପାଇଁ ଥିବା ଥଇଥାନ କେନ୍ଦ୍ରର ଅନ୍ତେବାସୀଙ୍କୁ ମାତ୍ରାଧିକ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି । ଏହି ଘଟଣାରେ ସଂପୃକ୍ତ…
ତାଜା ଖବର ରାଜନୀତି ରାଜ୍ୟ ସମ୍ବଲପୁରରେ ୨ ବିଜେପି କର୍ମୀ ମୃତ; ଦୁର୍ଘଟଣା ନା ହତ୍ୟା ନେଇ ଉଠିଲା ପ୍ରଶ୍ନ January 5, 2025 Papirani କାର୍-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ କାରକୁ ଧକ୍କା ଦେଇଥିଲା ହାଇୱା । ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟି ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ…
ତାଜା ଖବର ରାଜ୍ୟ ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ ଅଫିସରେ ଲୁଟ୍ January 3, 2025 Papirani ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ ଅଫିସରେ ଲୁଟ୍ । ସମ୍ବଲପୁର ଜିଲ୍ଲା ଅଇଁଣ୍ଠାପାଲି ଥାନା ଅନ୍ତର୍ଗତ ବୁଢ଼ାରାଜା ବଜାରରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରୁ ଡକାୟତି ହୋଇଥିବା ସୂଚନା ମିଳିଛି । ୧୦ ଜଣ ସଶସ୍ତ୍ର ଲୁଟେରା ଆତଙ୍କ ମଚାଇ…
ତାଜା ଖବର ରାଜନୀତି ରାଜ୍ୟ ୨୮ରେ ସମ୍ବଲପୁର ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ December 21, 2024 Papirani ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ । ଆସନ୍ତା ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ଏହାପରେ ତିନି ଚାରୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ…
ତାଜା ଖବର ରାଜ୍ୟ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ହେଲା ୩ଟି ହାତୀଙ୍କ ମୃତ୍ୟୁ! November 18, 2024 Papirani ବିଦ୍ୟୁତ ତାର ନେଲା ଏକାଥରରେ ୩ ହାତୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କ ମୃତ୍ୟୁ ହୋଇଛି । ସେଥିରେ ୨ଟି…
ତାଜା ଖବର ରାଜନୀତି ରାଜ୍ୟ ଜିଲ୍ଲା ପରିଷଦଙ୍କୁ ଦୁର୍ବ୍ୟବହାର ଘଟଣା: ଅମିନ ସସ୍ପେଣ୍ଡ November 16, 2024 Papirani ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାୟକଙ୍କ ଦୁର୍ବ୍ୟବହାର ଘଟଣାରେ ଅମିନଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ।ସମ୍ବଲପୁର ଜିଲ୍ଲାପାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏହି ନେଇଛନ୍ତି । ଅମିନ କୁଳମଣି ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତହସିଲଦାର…