Tag: Saif Ali Khan

ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ ସୈଫ

ସୈଫଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ୫ ଦିନର ଚିକିତ୍ସା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଆଜି ଡିସ୍‌ଚାର୍ଜ ହୋଇ ନିଜ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରକୁ ଫେରିଛନ୍ତି ସୈଫ୍ ଅଲ୍ଲୀ ଖାନ୍ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା…

ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ!

ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଛୁରାମାଡ଼ ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ ଥାନେରୁ…

ଆଇସିୟୁରୁ ବାହାରିଲେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍

ସୁସ୍ଥ ହେଉଛନ୍ତି ବଲିଉଡ୍ ସୁପର୍‌ଷ୍ଟାର ଅଭିନେତା ସୈଫ୍ ଅଲ୍ଲୀ ଖାନ୍। ତାଙ୍କୁ ଆଇସିୟୁରୁ ସ୍ପେଶାଲ ୱାର୍ଡ଼କୁ ସିଫ୍ଟ କରାଯାଇଥିବା ସୂଚନା ମିଳିଛି। ଏହା ସହ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ତାଙ୍କ ଚଲାବୁଲା ଉପରେ ସପ୍ତାହେ ପର୍ଯ୍ୟନ୍ତ…

ସୈଫ ଅଲ୍ଲୀଙ୍କ ସ୍ପାଇନରୁ ବାହାରିଲା ୨.୫ ଇଞ୍ଚ୍ ର ଛୁରୀ

ବଲିଉଡ ଅଭିନେତା ସୈଫ ଅଲ୍ଲୀଙ୍କ ସ୍ପାଇନରୁ ବାହାରିଲା ୨.୫ ଇଞ୍ଚର ଛୁରୀ । ଏହା ସହ ସୈଫ ଅଲ୍ଲୀ ଖାନଙ୍କୁ ଘରେ ପଶି ଦୁର୍ବୃତ୍ତ ଆକ୍ରମଣ ଘଟଣାରେ ପୋଲିସର ତନାଘନା ଜାରିରହିଛି। ଏଥିରେ ସାମିଲ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ…

ବଲିଉଡ଼ର ଅଭିନେତା ସୈଫ ଅଲି ଖାନ୍‌ଙ୍କୁ ଛୁରାମାଡ଼

ବଲିଉଡ଼ର ବିଶିଷ୍ଟ ଅଭିନେତା ସୈଫ ଅଲି ଖାନ୍‌ଙ୍କୁ ଆକ୍ରମଣ। ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଛନ୍ତି। ପାଖାପାଖି ୨ରୁ ୩ ଥର ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ…