ତାଜା ଖବର ରାଜ୍ୟ Vigilance Raid: ଭିଜିଲାନ୍ସ ଜାଲରେ RWSS କିରାଣି ଟି. ଭେଙ୍କଟ ଗିରିରାଓ November 13, 2025 Papirani ଭିଜିଲାନ୍ସ ଜାଲରେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓ । ୨୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କଠାରୁ ନେଉଥିଲେ ଲାଞ୍ଚ…