Tag: robbery

ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ

ପୁଣି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ । ନୟାପଲ୍ଲୀ ସ୍ଥିତ ଅନ୍ୟ ଏକ ଘରକୁ ବିଳମ୍ୱିତ ରାତିରେ ପଶିବାକୁ ଉଦ୍ୟମ ହୋଇଛି । ଗତ ୨୬ରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଏନ୍‌-୨୯ ଘରୁ ଚୋରି ହୋଇଥିବା…

ସରକାର ଅବହେଳା କାରଣରୁ ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ଆଜି ବିପଦରେ: ନିରଞ୍ଜନ ପଟ୍ଟନାୟକ

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ଵର। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାର ତଦନ୍ତ ଚାଲୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିରଞ୍ଜନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆରେ ସରକାରଙ୍କୁ ଦାୟୀ କରିବା ସହ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ…

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି 

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଚନ୍ତି ଚୋର । ଗତକାଲି ରାତିରେ ଘରେ ପଶି ବଡ଼ ଧରଣର ଲୁଟ୍ କରିଛନ୍ତି ଅଭିଯୁକ୍ତ । ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି କଲୋନୀ ସ୍ଥିତ ବାସଭବନରୁ ଲୁଟ୍ ହୋଇଥିବା ସୂଚନା…

ଆଇସିୟୁରୁ ବାହାରିଲେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍

ସୁସ୍ଥ ହେଉଛନ୍ତି ବଲିଉଡ୍ ସୁପର୍‌ଷ୍ଟାର ଅଭିନେତା ସୈଫ୍ ଅଲ୍ଲୀ ଖାନ୍। ତାଙ୍କୁ ଆଇସିୟୁରୁ ସ୍ପେଶାଲ ୱାର୍ଡ଼କୁ ସିଫ୍ଟ କରାଯାଇଥିବା ସୂଚନା ମିଳିଛି। ଏହା ସହ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ତାଙ୍କ ଚଲାବୁଲା ଉପରେ ସପ୍ତାହେ ପର୍ଯ୍ୟନ୍ତ…

ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ରେ ପୁଣି ଆଉ ଏକ ଡକାୟତି

ପୁଣି ଥରେ ଭୁବନେଶ୍ୱରରେ ଡକାୟତମାନେ ହଇଚଇ ସୃଷ୍ଟି କରିଛନ୍ତି। ଏଥର ଶନିବାର ରାତିରେ ଇନଫୋସିଟି ଥାନା ନିକଟସ୍ଥ ଶ୍ରୀ ଗଣେଶ ବିହାର ଅଞ୍ଚଳରେ ଥିବା ଏକ ଘରୁ ଚୋରମାନେ ପ୍ରାୟ ୨୦ ଭରି ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି…