Tag: Retirement

Arijit Singh Announces Retirement: ଆଉ ଗୀତ ଗାଇବେ ନାହିଁ ବଲିଉଡ୍‌ ସିଙ୍ଗର ଅରିଜିତ୍ ସିଂ

ପ୍ଲେବ୍ୟାକ୍ ସିଙ୍ଗରରୁ ଅବସର ଘୋଷଣା କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ଅରିଜିତ ସିଂହ। ମଙ୍ଗଳବାର ସୋସିଆଲ ମିଡିଆରେ ସେ ଏହା ସୂଚନା ଦେଇଛନ୍ତି। ଏବେ ଆଉ କେହି ପ୍ଲେବ୍ୟାକ୍ ଗୀତରେ ଅରିଜିତଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିବ ନାହିଁ। ସେ ଇନଷ୍ଟାଗ୍ରାମରେ ପୋଷ୍ଟ…

ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ

ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ। ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଷ୍ଟାର୍କଙ୍କ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଓ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥିବା ଜଣାପଡିଛି । ୬୫ଟି ଟି ଟ୍ବେଣ୍ଟି ଖେଳି…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବି‌ଦାୟ ନେଲେ ନିକୋଲାସ ପୁରନ୍‌

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବି‌ଦାୟ ନେଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌। ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ହେଇଛନ୍ତି ପୁରନ୍‌ । ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କରିଥିବାର ଦେଖାଯାଇଛି । ୱେଷ୍ଟଇଣ୍ଡିଜ୍ ପାଇଁ ୧୦୬…

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ ଦାସ

ବିଜେଡ଼ିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ଆଜି ରଘୁନନ୍ଦନ ନବୀନ ନିବାସକୁ ଆସିଥିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ମୁଁ ରାଜନୀତିରୁ ଅବସର ନେଇ ଗଲି । ଟିକେଟ ମିଳିଲାନି ବୋଲି…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍‌

ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍‌ । ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ୍‌ ଆଜି ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା…

ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ପ୍ରଶଂସକମାନଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି ଭାରତୀୟ ଖେଳାଳି। ଗତକାଲି ମ୍ୟାଚ୍ ପରେ ପରେ ପ୍ରଥମେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି=୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ।…