ଦେଶ ବିଶ୍ୱ ଅପରେସନ୍ ବ୍ରହ୍ମା: ଭୂକମ୍ପ ପ୍ରଭାବିତ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ March 29, 2025 Nirvay ଆରମ୍ଭ ହେଲା ଅପରେସନ୍ ‘ବ୍ରହ୍ମା’ । ବାୟୁସେନା ବିମାନ ଯୋଗେ ଭୂକମ୍ପ ପ୍ରଭାବିତ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଦୁଃଖ…