Tag: Ravenshaw University Crisis

Ravenshaw University Hostel Row: ରେଭେନ୍ସା ବିଶ୍ୱବିଦ୍ୟାଳୟର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ କଟକ ସଦର ବିଧାୟକ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ପରିଚାଳନାକୁ ନେଇ ବିବାଦ ତୀବ୍ର ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ (HOD) ଏବଂ ମୁଖ୍ୟ ୱାର୍ଡେନ୍ ଡଃ ସୁଦର୍ଶନ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଟକ ସଦର ବିଧାୟକ ତଥା…