Tag: Ratna bhandar

୯ଟା ୫୧ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆଜି ପୁଣି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିଲା। ଆଜି ଭିତର ରତ୍ନଭଣ୍ଡାରର ଖୋଲିବ। କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ନିର୍ଦ୍ଧାରିତ ସମୟ ୯ଟା ୫୧…

ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ବେଳେ ଶ୍ରୀମନ୍ଦିରକୁ ପ୍ରବେଶ ସହ ଦର୍ଶନ ମନା

ଗୁରୁବାର ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁଭ ବେଳା ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ଭିତରେ ଖୋଲିବ ତାଲା । ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର…

୧୯୮୫ ମସିହାରେ ବି ଖୋଲା ଯାଇଥିଲା ରତ୍ନ ଭଣ୍ଡାର: ନିରଞ୍ଜନ ପଟ୍ଟନାୟକ

ମହାପ୍ରଭୁଙ୍କୁ ଲାଗି ପାଇଁ ଶ୍ରୀମନ୍ଦିର ଭିତରେ ଥିବା ରତ୍ନଭଣ୍ଡାରର ରହସ୍ୟ ଆଜି ବି ବିଶ୍ବର ଅଗଣତି ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଦୀର୍ଘବର୍ଷ ପରେ ଚଳିତବର୍ଷ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର କିନ୍ତୁ ଶେଷଥର କେବେ ଖୋଲା ଯାଇଥିଲା ତାହାକୁ ନେଇ ଦ୍ଵନ୍ଦ…

ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ: ବାଡ଼ଗ୍ରାହୀ

ରତ୍ନଭଣ୍ଡାର ଚାବି ନେଇ ବୟାନ ଦେଲେ ପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି। ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ ବୋଲି କହିଲେ ଜଗୁନି। ଡୁପ୍ଲିକେଟ ଚାବି କଥା ମିଛ, ଯଦି ଡୁପ୍ଲିକେଟ ତେବେ ଖୋଲିଲାନି କାହିଁକି।…

ସ୍ଥାନାନ୍ତର ଓ ମରାମତି ପରେ ଗଣତି

ରତ୍ନଭଣ୍ଡାର ଓ ଅଳଙ୍କାର ସମ୍ପର୍କରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ପ୍ରଥମେ ରତ୍ନଭଣ୍ଡାରରେ ଥିବା ଗହଣାଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି । ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ଦ୍ୱାରା ମରାମତି ସାରିବା…

୧୮ରେ ଖୋଲିବ ରତ୍ନଭଣ୍ଡାର

ଆସନ୍ତା ୧୮ ତାରିଖ ଗୁରୁବାର ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ଜଷ୍ଟିସ ରଥଙ୍କ ସୂଚନା। ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫…

ରତ୍ନଭଣ୍ଡାର ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକ । ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ଆଲୋଚନା । ବୈଠକରେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ…

ରତ୍ନଭଣ୍ଡାର ପ୍ରସଙ୍ଗ: ଘନେଇଲା ଚାବି ବିବାଦ

ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ? ଆପେ ଖସିଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲା? କାହିଁକି ଡୁପ୍ଲିକେଟ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ…

ଭିତର ଭଣ୍ଡାର ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା

ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି କରାଯାଇଥିଲା ବୋଲି କହିଲେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ। ଭିତରକୁ ଯାଇଥିବା ସଦସ୍ୟମାନଙ୍କର କିଛି କ୍ଷତି ହୋଇନି। ଆପଣମାନେ ଦେଖୁଛନ୍ତି…

ଖୋଲିଲା ଭିତର ରତ୍ନଭଣ୍ଡାର: ତଢ଼ଉକରଣ

ଖୋଲିଲା ଭିତର ରତ୍ନଭଣ୍ଡାର। ଏ ନେଇ ସୂଚନା ଦେଇଛନ୍ତି ପାଳିଆ ସେବାୟତ ନରେଶ କର। ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାରକୁ ଟିମ୍ ଯାଇଥିବା ସୂଚନା ଭିତର ରତ୍ନଭଣ୍ଡାର ଖୋଲାଗଲା ବୋଲି କହିଲେ ତଢ଼ଉକରଣ। ଭିତରେ ପାଣି ଜକଉଛି, ଚଟାଣ ଓଦା ଅଛି…