Tag: rape case

ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ

ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଆଜି ପୂର୍ବତନ ସାଂସଦ ଏବଂ ନିଲମ୍ବିତ ଜେଡି (ଏସ୍‌) ନେତା ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ ମାମଲା ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ରେବନ୍ନାଙ୍କ ଉପରେ…

ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଉଦିତଙ୍କ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ

ନିଶା ଦେଇ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁକୁ ଆଜି ପୋଲିସ ଗିରଫ କରିଛି । ଗିରଫ ପରେ ଆୟୁଷ୍ମାନକୁ କୋର୍ଟଚାଲାଣ କରିଛି ପୋଲିସ । ଗତକାଲି…

ଜୁନାଗଡ଼ ଗଣଦୁଷ୍କର୍ମ ମାମଲା : ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ବହୁ ଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଆଜି ଧର୍ମଗଡ଼ ଏଡିଜେ ୬ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି |ପୂର୍ବରୁ ଏନେଇ ପୋଲିସ ୮ଜଣ କୁଅଟକରଖିତଦନ୍ତକରୁଥିଲା ପରେ ସେଥିମଧ୍ୟରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଧର୍ମଗଡ଼ ଜେଲ ପଠାଯାଇଥିଲା ।…

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଯୋଗାଣ ସହାୟକ

ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୋଗାଣ ସହାୟକଙ୍କୁ ଛତିଶଗଡ଼ରୁ ଗିରଫ। ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗିର ଆଗଲପୁର ବ୍ଲକ ବୁଦୁଲା ପଞ୍ଚଯାତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ । ଦୁଷ୍କର୍ମ ଓ ନିର୍ଯାତନା ମାମଲାରେ ଗିରଫ କଲା ଆଗଲପୁର ପୋଲିସ ।…

ଦୁଇ ମହିଳାଙ୍କୁ ଅସଦାଚରଣ ଘଟଣାରେ ଏସିବିରୁ ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ

ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ବହିଷ୍କୃତ । କଲେଜ କାଉନସିଲ ବୈଠକରେ ନିଷ୍ପତ୍ତି ପରେ ବହିଷ୍କୃତ ହୋଇଥିବା ସୂଚନା । ୩ ଜଣିଆ ତଦନ୍ତ କମିଟିର ରିପୋର୍ଟ ପରେ…