ତାଜା ଖବର ରାଜନୀତି ରାଜ୍ୟ BJD Expels Pravat Biswal: ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ February 28, 2026 Nirvay ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେଡି ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବିରୋଧରେ ବିଶ୍ୱାଳ ମନ୍ତବ୍ୟ…
ତାଜା ଖବର ରାଜନୀତି ରାଜ୍ୟ Ruckus At Naveen Niwas: ରାଜ୍ୟସଭା ପ୍ରାର୍ଥୀକୁ ନେଇ ପ୍ରଭାତ ବିଶ୍ଵାଳଙ୍କ ନବୀନ ନିବାସରେ ହଙ୍ଗାମା February 28, 2026 Nirvay ରାଜ୍ୟସଭା ନିର୍ବାଚନ ପାଇଁ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜୁ ଜନତା ଦଳର ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଓ ସୌଭିକ ବିଶ୍ଵାଳ ନବୀନ ନିବାସରେ ହଙ୍ଗାମା କରିଛନ୍ତି । ଯାହାଙ୍କୁ ଦିଆଯାଇଛି ସେ ଦଳ ପାଇଁ…
ତାଜା ଖବର ରାଜନୀତି ରାଜ୍ୟ Congress Extends Support To Dr. Datteswar Hota: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସର ସମର୍ଥନ February 28, 2026 Nirvay କଂଗ୍ରେସ ପାର୍ଟି ଡା. ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ସମର୍ଥନ କରିବାର ଘୋଷଣା କରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏହି…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Election 2026: ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି: ସାରଦା ଜେନା February 27, 2026 Papirani ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେଡି ବିଧାୟକ ସାରଦା ଜେନା। ସେ କହିଛନ୍ତି ଚତୁର୍ଥ ଆସନକୁ ବିଜେଡି ଓହ୍ଲାଇବା କଥା, ଆଜି ବୈଠକରେ ସ୍ପଷ୍ଟ ହେବ । ବିଜେଡି…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ February 27, 2026 Papirani ରାଜ୍ୟସଭା ନିର୍ବାଚନ ପାଇଁ କସରତ ମଧ୍ୟରେ ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ। ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ଫର୍ମ ନେଇଥିବା ଜଣାପଡିଛି। ୩ ସେଟ୍ ଫର୍ମ କଂଗ୍ରେସ ନେଇଥିବା ସୂଚନା ମିଳିଛି। ଏହା ପରେ ସତ୍ୟଜିତ୍ ଗମାଙ୍ଗୋ କହିଛନ୍ତି ଏଆଇସିସି…
ଦେଶ ରାଜନୀତି ରାଜ୍ୟ Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଦିନେ ଦୁଇ ଦିନରେ ପ୍ରାର୍ଥୀ ଘୋଷଣା କରିବ ବିଜେପି February 26, 2026 Papirani ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏବେ ଖାଲି ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ଖୁବଶୀଘ୍ର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ । ଏ ନେଇ…
ତାଜା ଖବର ଦେଶ ରାଜନୀତି ରାଜ୍ୟ Rajya Sabha Election: ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି February 26, 2026 Papirani ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜ୍ୟସଭାରେ ଓଡ଼ିଶା ସମେତ ୧୦ ରାଜ୍ୟର ଖାଲି ହେବାକୁ ଥିବା ୩୭ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ୪ ଆସନ ପାଇଁ…
ରାଜନୀତି ରାଜ୍ୟ Rajya Sabha Elections: ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେପି କୋର କମିଟିରେ ଆଲୋଚନା February 23, 2026 Nirvay ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଉପରେ କୋର କମିଟିରେ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏନେଇ ସାମଲ କହିଛନ୍ତି ଯେ ଦଳର…
ରାଜନୀତି Rajya Sabha Elections: ରାଜ୍ୟସଭା ‘ଡିଲ୍’ରେ ମୁଣ୍ଡି ମାରିବାକୁ ଆସୁଛନ୍ତି ଶାହା ! February 19, 2026 Papirani ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହା ଆସୁଛନ୍ତି ୭ ତାରିଖ । ୯ ତାରିଖ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ମନେକରାଯାଉଛି ଯେ, ଶାହାଙ୍କର ଏହି ଗସ୍ତ ସମୟରେ ହିଁ…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Election: ରାଜ୍ୟସଭା ନିର୍ବାଚନ ନେଇ ନବୀନଙ୍କୁ ଭେଟିବେ ଭକ୍ତ ଦାସ January 28, 2026 Papirani ଆଗାମୀ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ଓଡ଼ିଶାର ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜୋର ଧରିଛି।ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଲେ…