Tag: Rajya Sabha Elections

Cross Voting Row: କ୍ରସ୍‌ ଭୋଟିଂ ଅଭିଯୋଗ ମାମଲା; ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି: ସୁବାସିନୀ

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗରେ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିଛି । କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ବାଲେଶ୍ୱର ବସ୍ତା ବିଜେଡି ବିଧାୟିକା ସୁବାସିନୀ ଜେନା । ସେ କହିଛନ୍ତି ମୁଁ ଆମ ଦଳର ସୁପ୍ରିମୋ ନବୀନ…

Rajya Sabha Election: ତିନି ମାସ ପର୍ଯ୍ୟନ୍ତ ରାଜ୍ୟସଭା ଲଢ଼ିବା ନେଇ ହୋଇଥିଲା ପ୍ଲାନ୍: ଦିଲ୍ଲୀପ ରାୟ

ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ବିପୁଳ କ୍ରସ୍ ଭୋଟିଂ ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ସେ କହିଛନ୍ତି ତିନି ମାସ ପର୍ଯ୍ୟନ୍ତ ରାଜ୍ୟସଭା ଲଢ଼ିବା ନେଇ ପ୍ଲାନ୍ ଆଉ ୭-୮ ଜଣ ବିଧାୟକ ଓ…

Congress Suspends Three MLAs: କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ

କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । କ୍ରସ୍ ଭୋଟିଂ ପାଇଁ ନିଲମ୍ବନ ହୋଇଛନ୍ତି ୩ ବିଧାୟକ । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି…

Rajya Sabha Election: ରାଜ୍ୟସଭା ନିର୍ବାଚନ; ନବୀନଙ୍କ ମନ୍ତବ୍ୟକୁ ଅପରିପକ୍ବ କହି ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଏହାର ସମର୍ଥିତ ପ୍ରାର୍ଥୀମାନେ ଏକ ବଡ଼ ବିଜୟ ହାସଲ କରିଥିଲେ, କ୍ରସ୍-ଭୋଟିଂ ଏବଂ ଘୋଡ଼ା ବେପାର ଅଭିଯୋଗ ମଧ୍ୟରେ ଚାରୋଟି ଆସନରୁ ତିନୋଟି ଆସନ ପାଇଥିଲେ। କ୍ରସ୍-ଭୋଟିଂ ବିଧାୟକମାନଙ୍କୁ…

Rajya Sabha Polls: ୨୦୦୨ର ହେଲା ପୁନରାବୃତ୍ତି; ରାଜ୍ୟସଭାକୁ ନିର୍ବାଚିତ ହେଲେ ଦିଲ୍ଲୀପ ରାୟ

ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ। ହାରିଲେ ଦତ୍ତେଶ୍ବର ହୋତା । ଦୀର୍ଘ ବର୍ଷ ପରେ ଦିଲ୍ଲୀପ ରାୟ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୨ ମସିହାରେ ଯେଭଳି ଭାବେ ଦିଲ୍ଲୀପ…

Rajya Sabha Election: ରାଜ୍ୟସଭା ନିର୍ବାଚନ; ବିଜୟୀ ହେଲେ ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର

ରାଜ୍ୟସଭା ନିର୍ବାଚନର ଫଳାଫଳ ଆସିଯାଇଛି । ରୋଚକ ହୋଇଛି ରାଜ୍ୟସଭା ନିର୍ବାଚନ । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିବା ବେଳେ ବିଜେପିର ଦୁଇ…

Rajya Sabha Election: ରାଜ୍ୟସଭା ନିର୍ବାଚନ; ବାଜିମାତ କଲେ ମନମୋହନ ସାମଲ, ସୁଜିତ କୁମାର ଓ ଦିଲ୍ଲୀପ ରାୟ

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଶେଷ ହୋଇଛି ରାଜ୍ୟସଭା ନିର୍ବାଚନ । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟ ଟୀକା ପିନ୍ଧିଛନ୍ତି । ୪ ଜଣଙ୍କ ମଧ୍ୟରୁ ବାଜିମାତ କରିଛନ୍ତି ତିନି ଜଣ ବିଜେପି…

Rajya Sabha Election: ରାଜ୍ୟସଭା ନିର୍ବାଚନ: ୧୧ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା

ରାଜ୍ୟସଭା ନିର୍ବାଚନରେ ହୋଇଛି କ୍ରସ ଭୋଟିଂ । ରାଜ୍ୟସଭା ନିର୍ବାଚନରେ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ସୂଚନା । କଂଗ୍ରେସର ୩ ଓ ବିଜେଡିର ୬ ଓ ବିଜେଡିରୁ ନିଲମ୍ବିତ ୨ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଥିବା ଜଣାପଡିଛି । କଂଗ୍ରେସରୁ…

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ

ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ । ଓଡ଼ିଶାର ଚାରୋଟି ରାଜ୍ୟସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି କରିଛନ୍ତି। ୪ ଆସନ ପାଇଁ ମୈଦାନରେ ଅଛନ୍ତି ୫…

Rajya Sabha Election: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିବାଦରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର

ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ । କାଲି ରାଜ୍ୟସଭା ନିର୍ବାଚନ ଥିବାବେଳେ ଠିକ୍ ଏହା ପୂର୍ବରୁ ମୁଣ୍ଡ ଟେକିଛି ବିଜେଡିର ପାଣ୍ଠି ପ୍ରସଙ୍ଗ। ଦଳର ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ସହ ଜଡିତ ଡକ୍ୟୁମେଣ୍ଟ ପ୍ରକାଶ ପାଇବା ପରେ, ଦଳ ଏବଂ…