Tag: Raja chakra

ରାଜାଙ୍କୁ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି: ବଦ୍ରି ପାତ୍ର 

ରାଜା ଚକ୍ର ଗିରଫ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି ବିଜେଡି ନେତା ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ତତ୍କାଳୀନ ଜିଲ୍ଲାପାଳ…

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସୀ ଦୁର୍ନୀତି ମାମଲାରେ ରାଜା ଚକ୍ରକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଓଏମ୍‌ସି ଖଣି ଅଞ୍ଚଳର…

ରାଜା ଚକ୍ରଙ୍କୁ ବଦ୍ରିଙ୍କ ଟାର୍ଗେଟ୍‌; କହିଲେ ବିଜେଡିକୁ ବ୍ୟବହାର କରି ଅର୍ଥ ଉପାର୍ଜନ ନା ନାହିଁ ତଦନ୍ତରୁ ଜଣାପଡ଼ିବ

ରାଜା ଚକ୍ରଙ୍କ ଘର ରେଡ୍‌ ଘଟଣାରେ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ରଙ୍କ ତେର୍ଚ୍ଛା ବାଣ । ନାଁ ନନେଇ ରାଜା ଚକ୍ରଙ୍କୁ ଟାର୍ଗେଟ କରି ବଦ୍ରି କହିଛନ୍ତି କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି…

ଦ୍ବିତୀୟ ଦିନରେ ରାଜା ଚକ୍ରଙ୍କୁ ଘାଣ୍ଟୁଛି ଇଓଡବ୍ଲ୍ୟୁ; ଜବତ ହେଲାଣି ୨୦ ଗାଡି ସହ ୨୦୦ ବେନାମୀ ଆକାଉଣ୍ଟ

କେନ୍ଦୁଝର ଗନ୍ଧମାର୍ଦ୍ଧନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟି ୧୦୦ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ୬ଟି ସ୍ଥାନରେ ଇଓଡବ୍ଲ୍ୟୁ ଜାରି ରଖିଛି ରେଡ୍‌ । ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା…

ବିଜେଡି ନେତା ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଏକାକାଳୀନ ଚଢ଼ାଉ

ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଇକୋନୋମିକ୍‍ ଅଫେନ୍ସ ଓ୍ୱିଙ୍ଗ୍‍ (ଇଓଡବ୍ଲୁ) ଏବଂ ସ୍ୱତନ୍ତ୍ର ଗଠିତ ଟାସ୍କଫୋର୍ସ ପକ୍ଷରୁ ମିଳିତ ଭାବରେ…

ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କୁ ଇଓଡବ୍ଲୁର ଜେରା

କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ଅଫିସ୍‌ରେ ହାଜର ହେଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର ବା ରାଜା ଚକ୍ର । ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ତନାଘନା । ଗର୍ଦ୍ଧମାର୍ଦନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍‌ ସୋସାଇଟିର…