ରାଜ୍ୟ କେନ୍ଦୁଝର SDJM କୋର୍ଟରେ ରାଜା ଚକ୍ରଙ୍କ ଜାମିନ୍ ଖାରଜ May 24, 2025 Nirvay ସରୁନି ରାଜା ଚକ୍ରଙ୍କ ଅଡୁଆ । କେନ୍ଦୁଝର SDJM କୋର୍ଟ ଆଜି ବିଜେଡି ନେତା ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ସଦର ଥାନାରେ ରୁଜୁ ଏକ ମାମଲାରେ ଜାମିନ୍ ଖାରଜ ହୋଇଛି । ଜାମିନ୍ ଖାରଜ ପରେ…
ତାଜା ଖବର ରାଜ୍ୟ ବାଜ୍ୟାପ୍ତି ହେବ ବିଜେଡି ନେତା ରାଜା ଚକ୍ରର ଅଲିସାନ ଫାର୍ମହାଉସ୍ May 16, 2025 Papirani ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଗିରଫ ବିଜେଡ଼ି ନେତା ରାଜା ଚକ୍ରଙ୍କୁ ହାଇକୋର୍ଟରୁ ମିଳିଲା ଶକ୍ତ ଝଟକା । ରାଜାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ହାଇକୋର୍ଟ । ଏହା ସହିତ ରାଜାଙ୍କ ୩ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ…
ରାଜନୀତି ରାଜ୍ୟ ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କଲେ ମନମୋହନ ସାମଲ May 3, 2025 Nirvay ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ୱିବେଦୀଙ୍କ ନାଁରେ ବାଲେଶ୍ୱର ଏସ୍ଡିଜିଏମ୍ଙ୍କ କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି । ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର…
ତାଜା ଖବର ରାଜନୀତି ରାଜ୍ୟ ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଘଟଣା; ମୋ ଜୀବନ ଖୋଲା ବହି, ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ: ମନମୋହନ ସାମଲ April 4, 2025 Papirani ମନମୋହନ ସାମଲଙ୍କୁ ଟଙ୍କା ଦିଆଯାଇଥିବା ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ମୋ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ବି ଖୋଲା ।ଆକାଉଣ୍ଟ…
ତାଜା ଖବର ରାଜ୍ୟ ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ଗିରଫ March 20, 2025 Papirani ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ । ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲ ଗିରଫ ହୋଇଥିବା ସୂଚନା । ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ଇଓଡବ୍ଲ୍ୟୁ ଗିରଫ କରିଥିବା…
ତାଜା ଖବର ରାଜନୀତି ରାଜ୍ୟ ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍; ଅନୁମତି ଦେଲେ ଓପିଆଇଡି କୋର୍ଟ March 19, 2025 Papirani ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ ।ଗତକାଲି ୫ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ୍ ଆବେଦନ କରିଥିବା ବେଳେ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଲେ…
ତାଜା ଖବର ରାଜନୀତି ରାଜ୍ୟ ରିମାଣ୍ଡରେ ଯିବ ବିଜେଡି ନେତା ରାଜା ଚକ୍ର; ଇଉଡବ୍ଲ୍ୟୁର କଲା ଆବେଦନ March 18, 2025 Papirani ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ…
ତାଜା ଖବର ରାଜନୀତି ରାଜ୍ୟ ଜେଲ ଗଲେ ବିଜେଡି ନେତା ରାଜା ଚକ୍ର March 14, 2025 Papirani ଜେଲ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ବାଲେଶ୍ବର ଜେଲ୍ ଗଲେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର । ତେବେ କୌଣସି ରିମାଣ୍ଡ ଆବେଦନ କଲା…
ତାଜା ଖବର ରାଜନୀତି ରାଜ୍ୟ ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର March 14, 2025 Papirani ଆଜି ବାଲେଶ୍ୱରେ କୋର୍ଟରେ ହାଜର ହେବେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର। ହାଜର ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଗତକାଲି ରାଜାଙ୍କୁ କ୍ରାଇମବ୍ରାଞ୍ଚ…
ତାଜା ଖବର ରାଜନୀତି ରାଜ୍ୟ ରାଜାଙ୍କୁ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି: ବଦ୍ରି ପାତ୍ର March 13, 2025 Papirani ରାଜା ଚକ୍ର ଗିରଫ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି ବିଜେଡି ନେତା ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ତତ୍କାଳୀନ ଜିଲ୍ଲାପାଳ…