Tag: Rairagpur

Army Medical Camp in Rairangpur:  ରାଇରଙ୍ଗପୁରରେ ୪ ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା ସହ ୩୬୫ଟି ଚକ୍ଷୁ ଅସ୍ତ୍ରୋପଚାର କଲା ସେନାବାହିନୀ ଚିକିତ୍ସା ସେବା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ସେନାବାହିନୀ ଚିକିତ୍ସା ସେବା (ଏଏଫଏମଏସ) ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟସେବା ଶିବିର ଏବଂ ‘ଅପରେସନ ଦୃଷ୍ଟି’ର ଦ୍ୱାଦଶ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେନାବାହିନୀର ପ୍ରଶିକ୍ଷିତ ବିଶେଷଜ୍ଞ ଡାକ୍ତର, ଦନ୍ତ…