Tag: Puri’s Swargadwar

Puri Murder: ସ୍ବର୍ଗଦ୍ବାର ସାମ୍ନାରେ ମୃତକଙ୍କ ସଂପର୍କୀୟଙ୍କୁ ହତ୍ୟା

ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ। ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ। ସମ୍ପର୍କୀୟଙ୍କ ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗଦ୍ବାର ସମ୍ମୁଖରେ ଜଣଙ୍କୁ ହତ୍ୟା। ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା…