ରାଜ୍ୟ ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମାଡ଼ August 2, 2025 Nirvay ପୁରୀ ଜିଲ୍ଲା, ପିପିଲି ସିଫାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଖବର ସଂଗ୍ରହ ସମୟରେ ସାମ୍ବାଦିକ ଓ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମାଡ଼ ମାରିଛନ୍ତି ଦୁର୍ବୁତ୍ତ । ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଶିଖ ଅବଦୁଲ ଏବଂ…
ତାଜା ଖବର ରାଜ୍ୟ ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ August 1, 2025 Papirani ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତିମଣତି ହେବ । ସେଥିପାଇଁ ୨ ଜଣ ଏକ୍ସପର୍ଟ…
ତାଜା ଖବର ରାଜ୍ୟ ଆଜି ସଂଧ୍ୟା ସୁଦ୍ଧା ଆସିବ ପୁରୀ ଦଳାଚକଟା ରିପୋର୍ଟ July 31, 2025 Papirani ଜୁନ୍ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିବା ଦଳାଚକଟା ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଆସିବ। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିଶନର ଗର୍ଗ । ଏ ନେଇ ସୂଚନା ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ ।…
ତାଜା ଖବର ଦେଶ ଚଷମାରେ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଯୁବକ July 29, 2025 Papirani ଶ୍ରୀମନ୍ଦିର ଭିତରକୁ ଚଷମାରେ ହିଡେନ୍ କ୍ୟାମେରା ନେଇ ଯିବା ବେଳେ ଧରାପଡିଲା ଯୁବକ । ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ମନ୍ଦିର ଭିତରକୁ ପ୍ରଵେଶ କରୁଥିବା ବେଳେ ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଯୁବକଙ୍କୁ ଧରିଲା ପୋଲିସ ।…
ରାଜ୍ୟ କେବେ ଖୋଲିବ ବଳଙ୍ଗା ରହସ୍ୟ ? July 28, 2025 Papirani ବଳଙ୍ଗା ପୀଡ଼ିତା ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଚିକିତ୍ସା ଚାଲିଛି। ଅବସ୍ଥା ଭଲ ବୋଲି କୁହାଯାଉଚି । ୟା’ଭିତରେ ଶଙ୍ଖ ନେତାମାନେ ତାଙ୍କୁ ଦେଖି ଆସିଚନ୍ତି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ମ୍ୟାଡମ ବି ହସ୍ପିଟାଲ ଯାଇ ବୁଲି ଆସିଲେଣି ।…
ରାଜ୍ୟ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା July 23, 2025 Nirvay ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗାର ପୀଡ଼ିତାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭେଟିଛନ୍ତି । ପରିଡ଼ା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପରିବାର…
ରାଜ୍ୟ ବଳଙ୍ଗାରେ ଛାତ୍ରୀଙ୍କୁ ପୋଡ଼ିଦେବା ଘଟଣାରେ ୩ ଅଟକ July 23, 2025 Nirvay ପୁରୀ ଜିଲ୍ଲା, ନିମାପଡ଼ା ବଳଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ଘଟଣାରେ ଆଜି ପୋଲିସ ତିନି ଜଣଙ୍କୁ ଉଠାଇ ନେଇଛି । ବଳଙ୍ଗା ପୋଲିସ ସହିତ ସ୍ପେଶାଲ ଟିମ ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି । ଅଟକ ଥିବା…
ତାଜା ଖବର ରାଜ୍ୟ ବଳଙ୍ଗା ନାବାଳିକା ପୋଡ଼ି ମାମଲା; ପୀଡ଼ିତାଙ୍କ ପିଉସୀକୁ ଉଠାଇନେଲା ପୋଲିସ July 20, 2025 Papirani ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ଆକ୍ସନ୍ ମୋଡ଼ରେ ପୋଲିସ । ପୁରୀ ବଳଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଜାଳିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ପରେ ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇ ତଦନ୍ତ ଆରମ୍ଭ କରିଛି…
ରାଜ୍ୟ ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କହିଲେ ଏମ୍ସ ନିର୍ଦ୍ଦେଶକ July 19, 2025 Nirvay ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକାର ଅବସ୍ଥା ଗୁରୁତର ଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ । ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନ୍ରେ ରହିବେ । ରକ୍ତଚାପ ମଧ୍ୟ କମ୍…
ରାଜ୍ୟ +୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ; ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ July 19, 2025 Nirvay ବାବାଲେଶ୍ୱରସ୍ଥିତ ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ଲୋକ ଭୁଲିନଥିବା ବେଳେ ଆଉ ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ପୁରୀ ଜିଲ୍ଲା, ପିପିଲି ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା । +୨ ଛାତ୍ରୀଙ୍କ…