Tag: Puri

ଭିତର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ହେଲା ସ୍ଥାନାନ୍ତରଣ

ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କଲା ପରେ ବାହାରକୁ ଆସିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ବାହାରକୁ ଆସିଲା…

ଭିତର ରତ୍ନଭଣ୍ଡାରକୁ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ଆଜି ନିର୍ଦ୍ଧାରିତ ସମୟରେ ଖୋଲାଯାଇଛି ଭିତର ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ବୁଲି ତଦାରଖ କରିବା ପାଇଁ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ…

୯ଟା ୫୧ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆଜି ପୁଣି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିଲା। ଆଜି ଭିତର ରତ୍ନଭଣ୍ଡାରର ଖୋଲିବ। କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ନିର୍ଦ୍ଧାରିତ ସମୟ ୯ଟା ୫୧…

ସୁନା ବେଶରେ ଦର୍ଶନ ଦେଉଛନ୍ତି ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି

ସୁନା ଅଳଙ୍କାରରେ ସଜ୍ଜିତ ହେଲେ ତିନି ଠାକୁର । ରାଜରାଜେଶ୍ୱର ବେଶରେ ଦର୍ଶନ ଭ ଦେଉଛନ୍ତି ରଥାରୁଢ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ହୋଇଛି ମହଣ ମହଣ ସୁନା। ଜଗାର ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନ ସମୁଦ୍ର । ଦିବ୍ୟ…

ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ବେଳେ ଶ୍ରୀମନ୍ଦିରକୁ ପ୍ରବେଶ ସହ ଦର୍ଶନ ମନା

ଗୁରୁବାର ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁଭ ବେଳା ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ଭିତରେ ଖୋଲିବ ତାଲା । ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର…

ଆଜି ମହାପ୍ରଭୁଙ୍କ ସୁନାବେଶ; ସୁନାରେ ସଜେଇ ହେବେ ଶ୍ରୀଜିଉ

ଆଜି ରଥରେ ଶ୍ରୀଜିଉଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହେଉଛି ବଡ଼ଦାଣ୍ଡ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ଏଥିପାଇଁ…

୧୯୮୫ ମସିହାରେ ବି ଖୋଲା ଯାଇଥିଲା ରତ୍ନ ଭଣ୍ଡାର: ନିରଞ୍ଜନ ପଟ୍ଟନାୟକ

ମହାପ୍ରଭୁଙ୍କୁ ଲାଗି ପାଇଁ ଶ୍ରୀମନ୍ଦିର ଭିତରେ ଥିବା ରତ୍ନଭଣ୍ଡାରର ରହସ୍ୟ ଆଜି ବି ବିଶ୍ବର ଅଗଣତି ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଦୀର୍ଘବର୍ଷ ପରେ ଚଳିତବର୍ଷ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର କିନ୍ତୁ ଶେଷଥର କେବେ ଖୋଲା ଯାଇଥିଲା ତାହାକୁ ନେଇ ଦ୍ଵନ୍ଦ…

ରଥଯାତ୍ରାରେ ନୀତି ବିଭ୍ରାଟ ଅଭିଯୋଗ ଆଣିଲା କଂଗ୍ରେସ

ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ନୀତି ବିଭ୍ରାଟ । ଏନେଇ ଅଭିଯୋଗ ଆଣିଲା କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ନେତ୍ର ଉତ୍ସବର ନୀତିକାନ୍ତି ଠିକ ଭାବରେ କରାଯାଇନାହିଁ । ଠାକୁରଙ୍କୁ ଅଖିଆଅପିଆ ପହଣ୍ଡି ପାଇଁ ଅଣାଯାଇଛି । ସେନା ପଟା…

ସୁନାବେଶ ପାଇଁ ୧୯୦ ପ୍ଲାଟୁନ ଫୋର୍ସ ମୁତୟନ

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ସୁନାବେଶ । ସୁନାବେଶ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଉପରେ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ସୁନାବେଶରେ ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ। ଏ ନେଇ ପୁରୀ ଏସ୍‌ପି ପିନାକ…

ରଥରେ ୨ ଅଧିକାରୀ ଚଢ଼ିବା ଘଟଣା: ପ୍ରମାଣ ଦେଲା ପ୍ରଶାସନ

ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରେ ୨ ଅନଧିକୃତ ସରକାରୀ ଅଧିକାରୀ ରଥରେ ଚଢ଼ିଥିଲେ। ଏହି ଘଟଣାରେ ଏତଲା ହେବା ପରେ ଫଟୋ ଓ ଭିଡିଓ ଫୁଟେଜ୍‌ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରାଯାଇଛି। ପେନ୍ ଡ୍ରାଇଭରେ ପୋଲିସକୁ ଫୁଟେଜ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।