Tag: Puri

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି କରାଯାଉଛି । ଦଇତାପତି ସେବକଙ୍କ ଉପସ୍ଥିତିରେ ଏହି ଗଣତି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନେ ଦାନ ଟଙ୍କା ଗଣତି କରୁଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଦାନବାକ୍ସରେ ପଡିଥିବା ଟଙ୍କା ଗଣତି ହେଉଛି। ଏହି…

ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏଆଇ କ୍ୟାମେରା

ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ହେଉଥିବାରୁ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଲାଗିବ ଏଆଇ (AI) କ୍ୟାମେରା। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ କ୍ୟାମେରା…

ରଥ ଉପରେ ବଡ଼ ଠାକୁର ପଡ଼ିବା ଘଟଣାର ତଦନ୍ତ ଆରମ୍ଭ

ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ମୁହଁ ମାଡି ପଡିଯାଇଥିଲେ। ରଥ ଉପରେ ଆବଶ୍ୟକଠାରୁ ଅଧିକ ଲୋକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏଭଳି ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଥିବାବେଳେ ଭକ୍ତଙ୍କ ଭାବନାକୁ କୁଠାରଘାତ…

ନୀତି ବିଶୃଙ୍ଖଳା ଅଭିଯୋଗରେ ପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍

ପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ । ଶ୍ରୀମନ୍ଦିର ଦ୍ବାରଫିଟା ବେଳେ ବିଳମ୍ବରେ ପହଞ୍ଚିବାରୁ ନୀତି ବିଳମ୍ବ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିବା ସୂଚନା । ନୀତି ବିଶୃଙ୍ଖଳା ଅଭିଯୋଗରେ ନୋଟିସ୍ ଜାରି । ଅନ୍ୟପଟେ ଦ୍ବାରଫିଟା…

ମହାପ୍ରଭୁଙ୍କ ଜମି ଦଖଲକାରୀଙ୍କୁ ଚେତାବନୀ; ଖଜଣା ଦେଉନଥିଲେ ହେବ କାର୍ଯ୍ୟାନୁଷ୍ଠାନ

ମହାପ୍ରଭୁଙ୍କ ଖଣିରୁ ୨୧କୋଟି ଅର୍ଥ ଲୁଟ ହେବା ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ଭୁସମ୍ପତ୍ତିରେ ଖଣି ଖଜଣା ଦେଉନଥିଲେ ସେମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ । ମହାପ୍ରଭୁଙ୍କ…

ନଷ୍ଟ ହୋଇଯାଉଥିବା ଅର୍ପଣ ଚାଉଳକୁ ନେଇ ତେଜୁଛି ରାଜନୀତି 

ମହାପ୍ରଭୁଙ୍କ ମହାପ୍ରସାଦ ଉଦ୍ଦେଶ୍ୟରେ ରାଜ୍ୟର ଲୋକମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ଦେଇଥିବା ଚାଉଳ ଅର୍ପଣକୁ ନେଇ ତେଜୁଛି ରାଜନୈତିକ ବୟାନବାଜି । ଚାଉଳ ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ଗରିବଙ୍କୁ ବାଣ୍ଟି ଦିଆଯାଉ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି…

ଶ୍ରୀମନ୍ଦିରର ମହାପ୍ରସାଦରେ ଲଗିପାରିବନି ଅର୍ପଣ ଚାଉଳ

ମହାପ୍ରଭୁଙ୍କ ମହାପ୍ରସାଦରେ ଆଉ ଲାଗିପାରିବ ନାହିଁ ଶ୍ରଦ୍ଧାଳୁମାନେ ଅର୍ପଣ କରିଥିବା ଅର୍ପଣ ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଚାଉଳ ଏବେ ନଷ୍ଟ ହେବାକୁ ବସିଲାଣି…

ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ପରିଚାଳନା କମିଟିର ହେବ ନବକଳେବର

ଚଳିତ ବର୍ଷ ଅଗଷ୍ଟ ମାସରେ ବର୍ତ୍ତମାନର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ସରିବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ଚାଳିତବର୍ଷ ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ହେବ ବୋଲି ଆଇନ ବିଭାଗ ପକ୍ଷରୁ…

ସଂସଦରେ ପୁରୀରେ ବର୍ନ ୟୁନିଟ ଖୋଲିବା ଦାବି

ସପ୍ତଦଶ ସଂସଦର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରୁ ଅନେକ ବାଦ ବିବାଦ ଦେଖିବାକୁ ମିଳିଛି।ଏହାମଧ୍ୟରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି ଜଣାଇଛନ୍ତି ସାଂସଦ ସମ୍ବିତ ପାତ୍ର । ମେ ୨୯ ତାରିଖ…

କାଲି ବିଳମ୍ବିତ ରାତିରେ ନିଳାଦ୍ରୀ ବିଜେ କଲେ ବିଶ୍ଵନିୟନ୍ତା 

କାଲି ବିଳମ୍ବିତ ରାତ୍ରୀରେ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ପୁର୍ନବାର ନୀଳକନ୍ଦରକୁ ବିଜେ କରିଛନ୍ତି ତିନି ଠାକୁର । ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି ହୋଇଥିଲା । ଆଜିଠାରୁ ଶ୍ରୀମନ୍ଦିରରୁ ନୀଳାଚଳ…