ତାଜା ଖବର ରାଜ୍ୟ President Murmu’s Puri Visit: ଫେବୃୟାରୀ ୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଶ୍ୱେତଗଙ୍ଗାରେ କରିବେ ପିଣ୍ଡଦାନ January 27, 2026 Nirvay ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଫେବୃୟାରୀ ୪ ତାରିଖ ଦିନ ସକାଳ ୭ଟାରେ ପୁରୀ ବାଲିସାହି ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଗର୍ଭଗୃହ ଭିତରକୁ…
ତାଜା ଖବର ରାଜ୍ୟ Ratha Jatra Cordon Pass Row: ୨୦୨୫ କର୍ଡନ ପାସ ପାଇଥିବା ଭିଭିଆଇପିଙ୍କ ବିବରଣୀ ପ୍ରକାଶ କଲାନି ପୁରୀ ଜିଲ୍ଲା ପ୍ରଶାସନ January 20, 2026 Nirvay ୨୦୨୫ ପୁରୀ ରଥଯାତ୍ରା ସମୟରେ କର୍ଡନ ପାସ ପାଇଥିବା ୨୫୦୦ ଭିଭିଆଇପିଙ୍କ ବିବରଣୀ ପ୍ରକାଶ କରାଯିବ ନାହିଁ ବୋଲି ପୁରୀ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛି । ତାହାର ତାଲିକା ସୂଚନା ଅଧିକାର ଅଧିନିୟମର ଧାରା ୮ (୧) (ଞ୍ଜ)…
ତାଜା ଖବର ରାଜ୍ୟ Mobile Ban Imposed On Sevayats : ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା କଟକଣା; ଖୋଲାଖୋଲି କରିପାରିବେନି ମୋବାଇଲ୍ ବ୍ୟବହାର January 17, 2026 Papirani ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା । ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ମନ୍ଦିର ଭିତରେ ଖୋଲାଖୋଲି ମୋବାଇଲ୍ ବ୍ୟବହାର…
ତାଜା ଖବର ରାଜ୍ୟ Puri Shrimandir: ପୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍; ଭିଡିଓ ଭାଇରାଲ January 15, 2026 Papirani ପୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ଭିଡିଓ ଭାଇରାଲ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଏବେ ଭାଇରାଲ୍ ହୋଇଛି । ଏହା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । କଟକଣା ସତ୍ତ୍ୱେ…
ତାଜା ଖବର ରାଜ୍ୟ Puri Rath Yatra: ରଥଯାତ୍ରାକୁ ନେଇ ବୈଠକ; ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ January 13, 2026 Papirani ଚଳିତବର୍ଷ ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଲୋକ ସେବା ଭବନରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ରଥଯାତ୍ରା ପ୍ରସ୍ତୁତି ବୈଠକ କରିଛନ୍ତି । ଏହି ବୈଠକରେ ୬…
ତାଜା ଖବର ରାଜ୍ୟ Parking Fees at Bhakta Nivas: କମିବନି ଭକ୍ତନିବାସ ପାର୍କିଂ ଫି: ଅରବିନ୍ଦ ପାଢ଼ୀ January 9, 2026 Papirani ପୁରୀ ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ । ଏ ନେଇ ସ୍ପଷ୍ଟ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ୍ ଭଡ଼ା ଦିଆଯାଉଛି ।…
ତାଜା ଖବର ରାଜ୍ୟ Parking Fee Hiked At Puri: ପୁରୀରେ ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି January 8, 2026 Papirani ପୁରୀରେ ବୃଦ୍ଧି ହେଲା ପାର୍କିଂ ଫି । ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି ହୋଇଛି । ଭକ୍ତ ନିବାସରେ ପାର୍କିଂ ଫି ୫୦୦ ଟଙ୍କା ବୃଦ୍ଧି ହୋଇଛି । ୨୪ ଘଣ୍ଟା ପାଇଁ ଚାରି ଚକିଆ ଯାନ ପିଛା…
ତାଜା ଖବର ରାଜ୍ୟ Srimandir To Remain Closed: ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ January 7, 2026 Papirani ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ବନ୍ଦ ରହିବ ଦର୍ଶନ । ଦ୍ୱିତୀୟ…
ରାଜ୍ୟ Arabinda Padhee Promoted To ACS: ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ପଦୋନ୍ନତି December 31, 2025 Nirvay କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଓଡ଼ିଶାରେ ଅତିରିକ୍ତ ମୁଖ୍ୟ ସଚିବ (ACS) ପଦବୀକୁ ପଦୋନ୍ନତି ଦିଆଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ…
ତାଜା ଖବର ରାଜ୍ୟ Puri Upgraded To Municipal Corporation: ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ December 31, 2025 Nirvay ଆଜିଠାରୁ ପୁରୀ ପୌରପାଳିକା, ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ…